ଆସନ୍ତାକାଲିଠାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ୭ ଦଫା ଦାବିରେ ଗତକାଲିଠାରୁ କଳାବ୍ୟାଜ୍ ପିନ୍ଧି ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଏହା ପୂର୍ବରୁ ଆଜି ସେମାନେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ବାର୍ଷିକ ୧୫ ପ୍ରତିଶତ ଇନ୍‌କ୍ରିମେଣ୍ଟ୍ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ୩୦ କିଲୋମିଟରରୁ ଅଧିକ ଦୂରକୁ ଯାତ୍ରାବେଳେ ଖାଦ୍ୟ ବ୍ୟବସ୍ଥା ଆଦି ୭ ଦଫା ଦାବି ନେଇ ବିଭିନ୍ନ ପ୍ରକାରେ ଆନ୍ଦୋଳନ ଚଳାଇ ଆସିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ତେବେ ପ୍ରତିଶ୍ରୁତି […]

ambulance

ambulance

Rakesh Mallick
  • Published: Thursday, 17 March 2016
  • Updated: 18 March 2016, 02:25 AM IST

Sports

Latest News

ଭୁବନେଶ୍ୱର: ୭ ଦଫା ଦାବିରେ ଗତକାଲିଠାରୁ କଳାବ୍ୟାଜ୍ ପିନ୍ଧି ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଏହା ପୂର୍ବରୁ ଆଜି ସେମାନେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ।

ବାର୍ଷିକ ୧୫ ପ୍ରତିଶତ ଇନ୍‌କ୍ରିମେଣ୍ଟ୍ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ୩୦ କିଲୋମିଟରରୁ ଅଧିକ ଦୂରକୁ ଯାତ୍ରାବେଳେ ଖାଦ୍ୟ ବ୍ୟବସ୍ଥା ଆଦି ୭ ଦଫା ଦାବି ନେଇ ବିଭିନ୍ନ ପ୍ରକାରେ ଆନ୍ଦୋଳନ ଚଳାଇ ଆସିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ତେବେ ପ୍ରତିଶ୍ରୁତି ସତ୍ତ୍ୱେ ସରକାର ଦାବି ପୂରଣ କରି ନ ଥିବାରୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଗତକାଲି ଏକ ବୈଠକ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ଭିଡିଓକନଫରେନ୍ସ ଯୋଗେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ଆଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ଏସ୍‌ମା ଲାଗୁ କରାଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story