ଲୋୟର ପିଏମଜିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଧାରଣା ଦେଇଛନ୍ତି। ସର୍ବନିମ୍ନ ମଜୁରୀ ପ୍ରଦାନ, ବାର୍ଷିକ ୧୫ ପ୍ରତିଶତ ଇନକ୍ରିମେଣ୍ଟ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ଭଳି ୭ ଦଫା ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ ଗତକାଲି ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କଳାବ୍ୟାଜ୍ ପିନ୍ଧି […]

a

a

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 08:06 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଧାରଣା ଦେଇଛନ୍ତି। ସର୍ବନିମ୍ନ ମଜୁରୀ ପ୍ରଦାନ, ବାର୍ଷିକ ୧୫ ପ୍ରତିଶତ ଇନକ୍ରିମେଣ୍ଟ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ ଭଳି ୭ ଦଫା ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ ଗତକାଲି ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧର୍ମଘଟକୁ ଆଖି ଆଗରେ ରଖି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଆପଣେଇଛନ୍ତି। ପୂର୍ବରୁ ବଳବତ୍ତର ଥିବା ଏସ୍‌ମାକୁ ଆଉ ୬ ମାସ ବଢ଼ାଇବାକୁ ଗୃହ ସଚିବ ଅସିତ ତ୍ରିପାଠୀଙ୍କୁ ବୁଧବାର ଚିଠି ଲେଖି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ଅନୁରୋଧ କରିଛନ୍ତି। ଗତ ସେପ୍ଟେମ୍ବର ୨୬ରୁ ଏସ୍‌ମା ଲାଗୁ ହୋଇଛି। ଏହାର ଅବଧି ଚଳିତମାସ ୨୫ ତାରିଖରେ ଶେଷ ହେବ। ତେଣୁ ତୁରନ୍ତ ଏହାର ଅବଧି ବଢାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story