‘ପୁଅ ପରୀକ୍ଷା ଦେଇନପାରିଲେ ଆତ୍ମହତ୍ୟା କରିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୁଅ ପରୀକ୍ଷା ଦେଇନପାରିଲେ ଆତ୍ମହତ୍ୟା କରିବି। ମୋ ପୁଅ ମଧ୍ୟ ଆତ୍ମହତ୍ୟା କରିବ।” ଭୁବନେଶ୍ୱର କ୍ୟାପିଟାଲ୍‌ ହାଇସ୍କୁଲର ଛାତ୍ର ଇମ୍ରାନ୍‌ ଖାନ୍‌ ଓ ତାଙ୍କ ମାଆ ଆଜି ଏପରି ଚେତାବନୀ ଦେଇଛନ୍ତି। ଏପରିକି ସ୍କୁଲରେ ସାମ୍ନାରେ ଧାରଣା ଦେବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଯୋଗୁ ମୋ ପୁଅ ପରୀକ୍ଷାରୁ ବଞ୍ଚିତ ହେଲା ବୋଲି ଇମ୍ରାନ୍‌ଙ୍କ ମାଆ ଅଭିଯୋଗ କରିଛନ୍ତି। ମାତ୍ର […]

Jasmin Khan

Jasmin Khan

Manoranjan Sial
  • Published: Tuesday, 27 July 2021
  • Updated: 27 July 2021, 05:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୁଅ ପରୀକ୍ଷା ଦେଇନପାରିଲେ ଆତ୍ମହତ୍ୟା କରିବି। ମୋ ପୁଅ ମଧ୍ୟ ଆତ୍ମହତ୍ୟା କରିବ।” ଭୁବନେଶ୍ୱର କ୍ୟାପିଟାଲ୍‌ ହାଇସ୍କୁଲର ଛାତ୍ର ଇମ୍ରାନ୍‌ ଖାନ୍‌ ଓ ତାଙ୍କ ମାଆ ଆଜି ଏପରି ଚେତାବନୀ ଦେଇଛନ୍ତି। ଏପରିକି ସ୍କୁଲରେ ସାମ୍ନାରେ ଧାରଣା ଦେବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଯୋଗୁ ମୋ ପୁଅ ପରୀକ୍ଷାରୁ ବଞ୍ଚିତ ହେଲା ବୋଲି ଇମ୍ରାନ୍‌ଙ୍କ ମାଆ ଅଭିଯୋଗ କରିଛନ୍ତି। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍‌ ଖାନ୍‌। ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍‌ଟରେ ଇମ୍ରାନ୍‌ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍‌ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ରେଜଲ୍‌ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍‌ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ସେଥିପାଇଁ ଫର୍ମ ପୂରଣ କରିଥିଲେ ବୋଲି ଇମ୍ରାନ୍‌ଙ୍କ ମାଆ ଅଭିଯୋଗ କରିଛନ୍ତି।

ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ସମସ୍ତଙ୍କର ଆଡମିଟ୍‌ କାର୍ଡ଼ ଆସିଲା। ଏକଥା ଜାଣିବା ପରେ ଇମ୍ରାନ୍‌ ଆଡମିଟ୍‌ କାର୍ଡ଼ ପାଇଁ ସ୍କୁଲ ଯାଇଥିଲେ। ମାତ୍ର ତାଙ୍କର ଫର୍ମପୂରଣ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଇମ୍ରାନ୍‌। ସେଥିପାଇଁ ଇମ୍ରାନ୍‌ ଓ ତାଙ୍କ ମାଆ ଯସ୍ମିନ୍‌ ଆଜି ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଆତ୍ମହତ୍ୟା କରିବେ ବୋଲି ଧମକଚମକ ଦେଇଥିଲେ। ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରିନାହାଁନ୍ତି, ପୁଅ ପରୀକ୍ଷା ନ ଦେଲେ ଆତ୍ମହତ୍ୟା କରିବୁ ବୋଲି ଯସ୍ମିନ୍‌ ଚେତାବନୀ ଦେଇଥିଲେ। ଆତ୍ମହତ୍ୟା ନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୁଲିସ। ପ୍ରଥମେ ମାଆ ଓ ପୁଅକୁ ବୁଝାଇବାକୁ ଚେଷ୍ଟା କରିଥିଲା।

ଯସ୍ମିନ ଖାନ କହିଛନ୍ତି, “ସ୍କୁଲର ରେପୁଟେସନ୍‌ ଖରାପ ହେବ ବୋଲି ମୋ ପିଲାକୁ ଫର୍ମପୂରଣ କରିବାକୁ ଦିଆଗଲା ନାହିଁ। ସେଥିପାଇଁ ମୋ ପିଲା ପରୀକ୍ଷା ଦେଇପାରିବ ନାହିଁ। ମୋ ପିଲାର ଲାଇଫ୍‌ ଖରାଫ୍‌ ଖରାପ ହୋଇଯିବ, ସେକଥା ଏମାନେ ବୁଝୁ ନାହାନ୍ତି। ମୋ ପୁଅ ପ୍ରଥମ ଶ୍ରେଣୀରେ ପାସ କରିବା କଥା। କିନ୍ତୁ ୨୭୨ ନମ୍ୱର ରଖିଛି। ତେଣୁ ଆଉଥରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥାଆନ୍ତି। ଆଜି ସମସ୍ତଙ୍କର ଆଡମିଟ୍‌ କାର୍ଡ ଆସିଲା। କିନ୍ତୁ ମୋ ପୁଅର ଆସିନି। ସାର କହୁଛନ୍ତି ତୁମ ପୁଅର ଫର୍ମପୂରଣ ହୋଇନି।”

ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ଇମ୍ରାନ୍‌ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିଲେ ନାହିଁ। ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ। ଆମ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story