୧୧ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ  ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟରେ ହୋଇଥିବା ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କ୍ୟାମ୍ପ୍ ଅଫିସରଙ୍କୁ ଗତକାଲି ବୋର୍ଡ ପକ୍ଷରୁ  ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ମୂଲ୍ୟାୟନ କେନ୍ଦ୍ରରେ କିଭଳି ଭାବେ ଖାତା ଦେଖା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଇ ପାରିବ ଓ ଶିକ୍ଷକମାନେ ନିର୍ଭୁଲ ମୂଲ୍ୟାୟନ କରିପାରିବେ ସେ ନେଇ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା […]

p

p

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 04:22 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ  ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟରେ ହୋଇଥିବା ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କ୍ୟାମ୍ପ୍ ଅଫିସରଙ୍କୁ ଗତକାଲି ବୋର୍ଡ ପକ୍ଷରୁ  ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ମୂଲ୍ୟାୟନ କେନ୍ଦ୍ରରେ କିଭଳି ଭାବେ ଖାତା ଦେଖା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯାଇ ପାରିବ ଓ ଶିକ୍ଷକମାନେ ନିର୍ଭୁଲ ମୂଲ୍ୟାୟନ କରିପାରିବେ ସେ ନେଇ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା

ଚଳିତ ବର୍ଷ ୨୮୮୨ଟି କେନ୍ଦ୍ରରେ ୬ ଲକ୍ଷ ୧ହଜାର ୩୪୮ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା  ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story