ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡ ଶଟ୍‌ଡାଉନ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ବୀରମିତ୍ରପୁର ପୌରାଞ୍ଚଳର କେତେକ ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟା ୬ ଟାରୁ ୧୩ ତାରିଖ(ସୋମବାର) ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ ବଳବତ୍ତର ରହିବ। ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ। ତେବେ ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ […]

rourkela9999

rourkela9999

Tapaswini Nayak
  • Published: Friday, 10 July 2020
  • Updated: 10 July 2020, 05:06 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ବୀରମିତ୍ରପୁର ପୌରାଞ୍ଚଳର କେତେକ ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଆଜି ସନ୍ଧ୍ୟା ୬ ଟାରୁ ୧୩ ତାରିଖ(ସୋମବାର) ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ ବଳବତ୍ତର ରହିବ। ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ। ତେବେ ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ ଯୋଗାଣ କେନ୍ଦ୍ର ସକାଳ ୬ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story