କପଡ଼ା ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତକୁ ପୁଲିସ୍ ଧରିବାରେ ବିଫଳ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ଜଣେ କପଡ଼ା ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ହତ୍ୟା ଓ ତାଙ୍କ ଭଉଣୀକୁ ମରଣାନ୍ତକ ଆକ୍ରମଣ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ ଆଜି ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ବନ୍ଦ ଡାକରା ଦେଇଛନ୍ତି। […]

kantabanji

kantabanji

Tapaswini Nayak
  • Published: Thursday, 16 September 2021
  • Updated: 16 September 2021, 01:29 PM IST

Sports

Latest News

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ଜଣେ କପଡ଼ା ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ହତ୍ୟା ଓ ତାଙ୍କ ଭଉଣୀକୁ ମରଣାନ୍ତକ ଆକ୍ରମଣ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ ଆଜି ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ ବଙ୍ଗୋମୁଣ୍ଡାର ମର୍ଚ୍ଚାଣ୍ଟ ଆସୋସିଏସନ, ବାର ଆସୋସିଏସନ, ଡ୍ରାଇଭର ୟୁନିଅନ,ମାରୱାଡି ଯୁବ ମଞ୍ଚ, ଅଗ୍ରୱାଲ ସଭା, ଆମ୍ବେଦର କ୍ଲବ ଓ ନାଗରିକ ମଞ୍ଚ ପକ୍ଷରୁ ସମର୍ଥନ କରାଯାଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି l

[caption id="attachment_676198" align="aligncenter" width="650"]strike                   ଦୋକାନ ବଜାର ବନ୍ଦ[/caption]

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଦିନ ଦିପ୍ରହରେ କପଡ଼ା ବ୍ୟବସାୟୀ ବିନୋଦ ଜୈନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହ ଭଉଣୀକୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ଘରୁ ସବୁ ଜିନିଷ ଚୋରି କରି ନେଇ ଯାଇଥିଲେ। ୫ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ସୁରାଗ ପାଇନାହିଁ।ବଙ୍ଗୋମୁଣ୍ଡାରେ ବ୍ଲକରେ ଦିନକୁ ଦିନ ହତ୍ୟା, ଚୋରି ଓ ରାହାଜାନି ବଢୁଛି। ଏହି ଅଞ୍ଚଳରେ କେହି ସୁରକ୍ଷିତ ନୁହନ୍ତି। ୧୫ ଦିନ ଭିତରେ ଅଭିଯୁକ୍ତ ଗିରଫ ନ କରାଗଲେ ଆମେ ଏସଡିପିଓ ଅଫିସ ଘେରାଉ କରିବୁ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ଦୁର୍ବୃତ୍ତମାନେ ବଙ୍ଗୋମୁଣ୍ଡାର କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ଘରେ ପଶି ତାଙ୍କ ସ୍ତ୍ରୀକୁ ହତ୍ୟା କରିବା ସହ ତାଙ୍କ ଭଉଣୀକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହ ଲୁଟ୍‌ପାଟ୍‌ କରିଥିଲେ। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ବିଷୟରେ କିଛି ଜାଣିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story