ଘାଟିରେ ଓଲଟିଲା ବିଜୁ ଗାଁ ବସ୍‌

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା  କାଞ୍ଜିପାଣି ଘାଟିରେ ଏକ  ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ବସ୍‌ଟି କେନ୍ଦୁଝରରୁ କାରଦାଙ୍ଗି ଅଭିମୁଖେ ଆସୁଥିଲା। କାଞ୍ଜିପାଣି ଘାଟିରୁ ବସ୍‌ଟି ତଳକୁ ଗଡ଼ୁ ଥିବା ବେଳେ ହଠାତ୍ ଏହାର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଡ୍ରାଇଭର ବସ୍‌ଟି ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ।  […]

bus-accident-in

bus-accident-in

Tapaswini Nayak
  • Published: Monday, 16 September 2019
  • Updated: 16 September 2019, 02:54 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା  କାଞ୍ଜିପାଣି ଘାଟିରେ ଏକ  ବିଜୁ ଗାଁ ବସ୍‌ ଓଲଟି ପଡ଼ିବାରୁ ୧୨ ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ବସ୍‌ଟି କେନ୍ଦୁଝରରୁ କାରଦାଙ୍ଗି ଅଭିମୁଖେ ଆସୁଥିଲା। କାଞ୍ଜିପାଣି ଘାଟିରୁ ବସ୍‌ଟି ତଳକୁ ଗଡ଼ୁ ଥିବା ବେଳେ ହଠାତ୍ ଏହାର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ଡ୍ରାଇଭର ବସ୍‌ଟି ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ।  ତେବେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ବସ୍‌ରେ ୩୦ ଜଣ ଯାତ୍ରୀ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos