ସାମିଲ ହେଲେ ୧୨ ଲକ୍ଷ, ମୋଟ ଭୋଟର ୩.୧୮କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହାରେ ୧୨ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି ଓ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩କୋଟି ୧୮ଲକ୍ଷ ୭୮୬କୁ ବୃଦ୍ଧି ପାଇଛି। ପ୍ରଥମଥର ପାଇଁ ୧ ଲକ୍ଷ ୯୦ ହଜାର ୩୭ଜଣ ଭିନ୍ନକ୍ଷମ ଭୋଟର ଚିହ୍ନଟ କରାଯାଇଛି। ଏହାସହିତ ରାଜ୍ୟରେ ଗତବର୍ଷ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଆଜି ଏହି ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସେ […]

u

u

Hemant Lenka
  • Published: Monday, 21 January 2019
  • Updated: 21 January 2019, 05:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମସିହାରେ ୧୨ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି ଓ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩କୋଟି ୧୮ଲକ୍ଷ ୭୮୬କୁ ବୃଦ୍ଧି ପାଇଛି। ପ୍ରଥମଥର ପାଇଁ ୧ ଲକ୍ଷ ୯୦ ହଜାର ୩୭ଜଣ ଭିନ୍ନକ୍ଷମ ଭୋଟର ଚିହ୍ନଟ କରାଯାଇଛି। ଏହାସହିତ ରାଜ୍ୟରେ ଗତବର୍ଷ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଆଜି ଏହି ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚୂଡ଼ାନ୍ତ ଭୋଟର ତାଲିକାରେ ୩.୧୮କୋଟି ଭୋଟର ଥିବାବେଳେ ଏଥିରେ ୧କୋଟି ୬୩ଲକ୍ଷ ୩୭ହଜାର ୩୧୦ଜଣ ପୁରୁଷ ଓ ୧କୋଟି ୫୪ଲକ୍ଷ ୬୦ହଜାର ୫୪୫ଜଣ ମହିଳା ଅଛନ୍ତି। ୨୯୩୨ଜଣ ତୃତୀୟ ଲିଙ୍ଗ ତାଲିକାରେ ସ୍ଥାନ ପାଇଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ମୋଟ ୧୨ ଲକ୍ଷ ୮ହଜାର ୩୯୬ଟି ଦରଖାସ୍ତ ମିଳିଥିବାବେଳେ ସେଥିରୁ ୧୧ଲକ୍ଷ ୯୮ହଜାର ୮୧୯ଜଣଙ୍କ ନାଁ ପଞ୍ଜିକୃତ ହୋଇଛି।

ପୂର୍ବ ଭୋଟର ତାଲିକାରୁ ମୋଟ ୬ଲକ୍ଷ ୫୦ହଜାର ୩୬୫ଜଣଙ୍କ ନାଁ ବାଦ୍ ଦିଆଯାଇଛି। ସେହିପରି ଗତଥର ପ୍ରସ୍ତୁତ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୧୮ରୁ ୧୯ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୩୩ହଜାର ୮୯୬ ଥିବାବେଳେ ଏଥର ତାହା ୫ଲକ୍ଷ ୪୫ହଜାର ୪୦୧କୁ ବୃଦ୍ଧି ପାଇଛି। ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋଥିବା ଭୋଟରଙ୍କ ସଂଖ୍ୟା ୯୮.୦୧ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ ଭୋଟର ତାଲିକାରେ ରାଜ୍ୟରେ ୩୫,୮୯୬ଟି ମତଦାନ କେନ୍ଦ୍ର ଥିବାବେଳେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଏହି ମତଦାନ କେନ୍ଦ୍ର ସଂଖ୍ୟା ୩୭,୬୦୬କୁ ବୃଦ୍ଧି ପାଇଛି।

ସେହିପରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥିଲେ ମଧ୍ୟ ଯେଉଁମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଚାହିଁବେ ସେମାନେ ଆସନ୍ତାକାଲିଠୁ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ଭୋଟରମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ଆବେଦନ କରିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି। ଭୋଟରଙ୍କ ସୁବିଧା ପାଇଁ ଆସନ୍ତା ୨୫ତାରିଖରୁ ପ୍ରତି ଜିଲ୍ଲାରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବ ଓ ଭୋଟରମାନେ ଚାହିଁଲେ ଟୋଲ ଫ୍ରି ନମ୍ବର ‘୧୯୫୦’କୁ ଫୋନ୍ କରିପାରିବେ।
ସବୁଠୁ ଉଲ୍ଲେଖନୀୟ ଘଟଣାକ୍ରମରେ ରାଜ୍ୟରେ ୨୦୧୮ ଭୋଟର ତାଲିକାରେ ପ୍ରତି ଏକ ହଜାର ପୁରୁଷ ଭୋଟରରେ ୯୩୯ଜଣ ମହିଳା ଥିବାବେଳେ ୨୦୧୯ ଭୋଟର ତାଲିକାରେ ମହିଳା ଭୋଟରଙ୍କ ସଂଖ୍ୟା ୯୪୬କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story