ଓଡ଼ିଶାରେ ଆଉ ୧୨ଟି ଅଣବୃହତ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୨ଟି ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି। ଆଜି ବିଧାନସଭାରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିରୁ ବାଲେଶ୍ୱରରେ ୪ଟି, ଗଞ୍ଜାମ, ଭଦ୍ରକ ଓ ପୁରୀରେ ୨ଟି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ପ୍ରସ୍ତାବିତ ୧୨ଟି ମଧ୍ୟରୁ ଭଦ୍ରକର ଚୂଡ଼ାମଣିରେ ପ୍ରତିଷ୍ଠା […]

nrusingha-sahu-720x430

nrusingha-sahu-720x430

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 05:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୨ଟି ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି। ଆଜି ବିଧାନସଭାରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିରୁ ବାଲେଶ୍ୱରରେ ୪ଟି, ଗଞ୍ଜାମ, ଭଦ୍ରକ ଓ ପୁରୀରେ ୨ଟି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ପ୍ରସ୍ତାବିତ ୧୨ଟି ମଧ୍ୟରୁ ଭଦ୍ରକର ଚୂଡ଼ାମଣିରେ ପ୍ରତିଷ୍ଠା ନେଇ ଦେଖାଦେଇଛି ଅନିଶ୍ଚିତତା। ଚୂଡ଼ାମଣିରେ ବନ୍ଦର ପ୍ରତିଷ୍ଠା ଲାଗି ଏମ୍‌ଓୟୁ କରିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ ଓହରି ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପାରାଦୀପ ବନ୍ଦର ଛଡ଼ା ୨ଟି ଅଣବୃହତ୍ ଧାମରା ଓ ଗୋପାଳପୁର ବନ୍ଦର ଏବେ କାର୍ଯ୍ୟକ୍ଷମ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story