ବିଜେପୁର ବାଜି: ଜଣେ ଓହରିଲେ, ମୈଦାନରେ ୧୩ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ୩ ଜଣଙ୍କ ନାକଚ ହୋଇଛି। ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଦୁଇ ଜଣ (ଅବ୍‌ଜରଭର୍‌) ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ଆଚରଣବିଧି ଅଭିଯୋଗ ଗୁଡ଼ିକ ଏହି ଦୁଇ ଅଧିକାରୀମାନେ ଶୁଣିଣି କରିବେ। ଭୋଟ୍ ତାରିଖ ଯେତିକି ପାଖଉଛି, ସେତିକି ଉଷ୍ମ ହେଉଛି ବିଜେପୁର […]

BBBB-768x397

BBBB-768x397

Rakesh Mallick
  • Published: Friday, 09 February 2018
  • Updated: 09 February 2018, 06:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ୩ ଜଣଙ୍କ ନାକଚ ହୋଇଛି। ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଦୁଇ ଜଣ (ଅବ୍‌ଜରଭର୍‌) ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ଆଚରଣବିଧି ଅଭିଯୋଗ ଗୁଡ଼ିକ ଏହି ଦୁଇ ଅଧିକାରୀମାନେ ଶୁଣିଣି କରିବେ।

ଭୋଟ୍ ତାରିଖ ଯେତିକି ପାଖଉଛି, ସେତିକି ଉଷ୍ମ ହେଉଛି ବିଜେପୁର ରାଜନୀତି। ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର୍ କରୁଥିବା ବେଳେ ଭୋଟରଙ୍କୁ ମନାଇବା ଲାଗି ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିକାଶ ନାରା ସହ ବିଜେଡି ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ କଂଗ୍ରେସ୍‌ର ମୁଖ୍ୟ ପ୍ରସଙ୍ଗ ହେଉଛି ଚାଷୀ ଓ ଚାଷ ସମସ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story