ସରିଲା ମୌସୁମୀ ଅଧିବେଶନ, ୧୪ ବିଲ୍‌ ପାସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଶେଷ ଦିନରେ ଏକ ଛୋଟ ସଂଶୋଧନ ସହ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ବିଲ୍ ପାସ୍ ହୋଇଛି। ପୂର୍ବତନ ବିଧାୟକଙ୍କ ଭତ୍ତା ୨୫,୦୦୦ ଟଙ୍କାରୁ ୩୦,୦୦୦କୁ ବୃଦ୍ଧି କରାଯାଇଛି। ଚଳିତ ଅଧିବେଶନରେ ମୋଟ୍‌ ୧୪ଟି ବିଲ୍‌ ପାସ୍‌ ହୋଇଛି। ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି ଓ ବମିଖାଲ ଓଭର ବ୍ରିଜ୍‌ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 11:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଶେଷ ଦିନରେ ଏକ ଛୋଟ ସଂଶୋଧନ ସହ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ବିଲ୍ ପାସ୍ ହୋଇଛି। ପୂର୍ବତନ ବିଧାୟକଙ୍କ ଭତ୍ତା ୨୫,୦୦୦ ଟଙ୍କାରୁ ୩୦,୦୦୦କୁ ବୃଦ୍ଧି କରାଯାଇଛି। ଚଳିତ ଅଧିବେଶନରେ ମୋଟ୍‌ ୧୪ଟି ବିଲ୍‌ ପାସ୍‌ ହୋଇଛି।

ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି ଓ ବମିଖାଲ ଓଭର ବ୍ରିଜ୍‌ ଭୁଶୁଡିବାକୁ ନେଇ ଅଧିବେଶନ ସରଗରମ ହୋଇଥିଲା। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହ ବାରମ୍ୱାର ମୁଲତବୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story