୧୪ଟି ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ପହଞ୍ଚିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।  ଫଳରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ରୋଗୀ ପରିବହନ ସେବା। କଟକ, ଯାଜପୁର, ଭଦ୍ରକ, ସମ୍ୱଲପୁର ଏବଂ ମୟୁରଭଞ୍ଜ ସମେତ ମୋଟ ୧୪ଟି ଜିଲ୍ଲାରେ ରୋଗୀ ହସପିଟାଲ ଯିବାରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ତେବେ କଟକରେ ଆନ୍ଦୋଳନରୁ କର୍ମଚାରୀମାନେ ଓହରିଥିବା ଜଣାପଡ଼ିଛି। ଫଳରେ ଆଜିଠାରୁ ଜିଲ୍ଲାରେ ଥିବା ୨୬ଟି ୧୦୮ ଆମ୍ବୁଲାନ୍ସ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି […]

108-ambulance

108-ambulance

Rakesh Mallick
  • Published: Friday, 16 October 2015
  • Updated: 16 October 2015, 04:42 AM IST

Sports

Latest News

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ପହଞ୍ଚିଛି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।  ଫଳରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ରୋଗୀ ପରିବହନ ସେବା। କଟକ, ଯାଜପୁର, ଭଦ୍ରକ, ସମ୍ୱଲପୁର ଏବଂ ମୟୁରଭଞ୍ଜ ସମେତ ମୋଟ ୧୪ଟି ଜିଲ୍ଲାରେ ରୋଗୀ ହସପିଟାଲ ଯିବାରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ତେବେ କଟକରେ ଆନ୍ଦୋଳନରୁ କର୍ମଚାରୀମାନେ ଓହରିଥିବା ଜଣାପଡ଼ିଛି। ଫଳରେ ଆଜିଠାରୁ ଜିଲ୍ଲାରେ ଥିବା ୨୬ଟି ୧୦୮ ଆମ୍ବୁଲାନ୍ସ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିଭିନ୍ନ ଜିଲ୍ଲା ପ୍ରଶାସନର ଆଲୋଚନା ସତ୍ତ୍ୱେ ଏଥିରୁ କୌଣସି ସୁଫଳ ମିଳିନାହିଁ। ୧୦ ଦଫା ଦାବି ନେଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଓ ଏଥିରେ ରହୁଥିବା ମେଡିକାଲ୍ ଟେକ୍ନିସିଆନ୍ ଗୁରୁବାରଠାରୁ କାମବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ରହିଛି ଦରମା ବୃଦ୍ଧି, ନିୟମିତ ଦରମା ପ୍ରଦାନ, ଡ୍ୟୁଟି ଆୱାର ନିର୍ଦ୍ଧାରଣ, ବେଆଇନ୍ ଛଟେଇ ବନ୍ଦ ଓ କର୍ମଚାରୀଙ୍କ ସୁରକ୍ଷା।

ସେପଟେ ମୋଟ ୨୦୫ଟି ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ନ୍ୟାସନାଲ ହେଲଥ ମିଶନ୍ ନିର୍ଦ୍ଦେଶିକା କହିଛନ୍ତି। ଆଲୋଚନା ପରେ ସେମାନଙ୍କ ମଧ୍ୟରୁ କିଛି ଆନ୍ଦୋଳନରୁ ଓହରି ଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରୋଗୀଙ୍କୁ ହସପିଟାଲ ନେବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story