ଅଯୋଗ୍ୟ ହିତାଧିକାରୀ ୧୫ ତାରିଖ ସୁଦ୍ଧା ରାସନ କାର୍ଡ ପ୍ରତ୍ୟାହାର ନ କଲେ ହେବ କାର୍ଯ୍ୟାନୁଷ୍ଠାନ : ସଞ୍ଜୟ ଦାସବର୍ମା

ପୁରୀ: ଅଯୋଗ୍ୟ ହିତାଧିକାରୀ ଆସନ୍ତା ୧୫ ତାରିଖ ସୁଦ୍ଧା ନିଜ ତରଫରୁ ରାସନ କାର୍ଡ ପ୍ରତ୍ୟାହାର ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ୧୫ ତାରିଖ ପରେ ବେଆଇନ ଭାବେ କାର୍ଡ ନେଇଥିବା ଜଣାପଡିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ସର୍କିଟ୍ ହାଉସ୍ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରବିବାର ମନ୍ତ୍ରୀ କହିଛନ୍ତି। ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୩ କୋଟି ୩୬ ଲକ୍ଷ […]

minister

minister

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 03:03 PM IST

Sports

Latest News

ପୁରୀ: ଅଯୋଗ୍ୟ ହିତାଧିକାରୀ ଆସନ୍ତା ୧୫ ତାରିଖ ସୁଦ୍ଧା ନିଜ ତରଫରୁ ରାସନ କାର୍ଡ ପ୍ରତ୍ୟାହାର ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ୧୫ ତାରିଖ ପରେ ବେଆଇନ ଭାବେ କାର୍ଡ ନେଇଥିବା ଜଣାପଡିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ସର୍କିଟ୍ ହାଉସ୍ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରବିବାର ମନ୍ତ୍ରୀ କହିଛନ୍ତି।

ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୩ କୋଟି ୩୬ ଲକ୍ଷ ୪୧ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପିପିଲି ବ୍ଲକର ୫ଜଣ ସରକାରୀ କର୍ମଚାରୀଙ୍କ ନାଁ ରାସନ କାର୍ଡ ତାଲିକାରେ ସ୍ଥାନ ପାଇବା ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story