ଖଣି ଦୁର୍ନୀତି: ଜରିମାନା ଆଦାୟ ପାଇଁ ଲିଜ୍‌ଧାରୀଙ୍କୁ ନୋଟିସ୍‌

ଭୁବନେଶ୍ୱର: ବେଆଇନ ଖଣି କାରବାର ମାମଲାରେ ଖଣି ଲିଜଧାରୀଙ୍କୁ ରାଜ୍ୟ ସରକାର ନୋଟିସ ଜାରି କରିଛନ୍ତି। କୋଇଡ଼ା ସମେତ ୧୫୨ ଲିଜଧାରୀଙ୍କୁ  ଏହି ନୋଟିସ୍ ଜାରିଛନ୍ତି ସରକାର।  କୋଇଡ଼ା ଅଞ୍ଚଳର ୪୭ ଲିଜଧାରୀଙ୍କୁ ନୋଟିସ୍ ଜାରି ହୋଇଛି।  ଜରିମାନା ଆଦାୟ ଲାଗି ରାଜ୍ୟ ସରକାର ଏହି ନୋଟିସ୍ ଜାରି କରିଛନ୍ତି। ପରିବେଶ ମଂଜୁରୀ ଉଲ୍ଲଂଘନ ପ୍ରସଙ୍ଗ ନେଇ ନୋଟିସ୍ ଜାରି କରିଛନ୍ତି ସରକାର। ଡିସେମ୍ବର ୩୧ପୂର୍ବରୁ ଜରିମାନା ଦେବାକୁ ନୋଟିସରେ ଉଲ୍ଲେଖ ରହିଛି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 03:27 PM IST

Sports

Latest News

ଭୁବନେଶ୍ୱର: ବେଆଇନ ଖଣି କାରବାର ମାମଲାରେ ଖଣି ଲିଜଧାରୀଙ୍କୁ ରାଜ୍ୟ ସରକାର ନୋଟିସ ଜାରି କରିଛନ୍ତି। କୋଇଡ଼ା ସମେତ ୧୫୨ ଲିଜଧାରୀଙ୍କୁ  ଏହି ନୋଟିସ୍ ଜାରିଛନ୍ତି ସରକାର।  କୋଇଡ଼ା ଅଞ୍ଚଳର ୪୭ ଲିଜଧାରୀଙ୍କୁ ନୋଟିସ୍ ଜାରି ହୋଇଛି।  ଜରିମାନା ଆଦାୟ ଲାଗି ରାଜ୍ୟ ସରକାର ଏହି ନୋଟିସ୍ ଜାରି କରିଛନ୍ତି।

ପରିବେଶ ମଂଜୁରୀ ଉଲ୍ଲଂଘନ ପ୍ରସଙ୍ଗ ନେଇ ନୋଟିସ୍ ଜାରି କରିଛନ୍ତି ସରକାର। ଡିସେମ୍ବର ୩୧ପୂର୍ବରୁ ଜରିମାନା ଦେବାକୁ ନୋଟିସରେ ଉଲ୍ଲେଖ ରହିଛି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ନୋଟିସ୍ ଦେଇଛନ୍ତି ରାଜ୍ୟ ସରକାର।

ଅନ୍ୟପକ୍ଷରେ ଖଣି ଦୁର୍ନୀତିରେ ଜରିମାନା ଆଦାୟ ଲାଗି ରାଜ୍ୟ ସରକାର ଯେଉଁ ନୀତି କରିଛନ୍ତି ତାକୁ ଦୃଢ଼ ବିରୋଧ କରିଛି ବିଜେପି।  ଦଳ ପକ୍ଷରୁ ଯୋଡ଼ା ମଣ୍ଡଳରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଘେରାଉରେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ମୁରଲୀ ମନୋହର ଶର୍ମା ମଧ୍ୟ ସାମିଲ ଅଛନ୍ତି।

ପୂର୍ବରୁ ରାଜ୍ୟ ସରକାର ୫୯ ହଜାର କୋଟି ଟଙ୍କାର ଖଣି ଲୁଟ୍‌ ହୋଇଥିବା ଆକଳନ କରିଥିଲେ। ହେଲେ ଏବେ ୧୭ ହଜାର କୋଟି ଟଙ୍କା ଆଦାୟ କରିବେ ସରକାର । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସରକାର କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ସେପଟେ ବାକି ଟଙ୍କା ଆଦାୟ ନେଇ ସରକାର ନୀରବ ରହୁଥିବାରୁ  ଖଣି ମାଲିକଙ୍କୁ ଏହା ଅନୁକମ୍ପା ସଦୃଶ୍ୟ ବୋଲି ବିଜେପି ଅଭିଯୋଗ କରିଛି।

ଅଧିକ ପଢ଼ନ୍ତୁ: ବେଆଇନ୍ ଖଣି ନେଇ ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story