ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ପିଟିଲା ଟୁରିଷ୍ଟ ବସ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ର ୧୬ ନମ୍ବର ଜାତୀୟ ରାଜପଥର ଦଇସଡ଼ା ନିକଟରେ ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ଏକ ଟୁରିଷ୍ଟ ବସ୍‌ ଧକ୍କା ଦେଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ‘ପ୍ରଧାନ ଏଣ୍ଡ ପ୍ରଧାନ’ ନାମକ ବସ୍‌ଟି ଗୁଜୁରାଟ ସୁନ୍ଦରନଗରରୁ ତୀର୍ଥଯାତ୍ରୀ ନେଇ ପୁରୀରୁ ପଶ୍ଚିମବଙ୍ଗ ଯାଉଥିଲା। ଆଜି ଭୋର ସମୟରେ ଏହି ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥରେ ଠିଆହୋଇଥିବା […]

busnnnnnnnnnnnnnnnnn

busnnnnnnnnnnnnnnnnn

Tapaswini Nayak
  • Published: Monday, 27 May 2019
  • Updated: 27 May 2019, 09:29 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ର ୧୬ ନମ୍ବର ଜାତୀୟ ରାଜପଥର ଦଇସଡ଼ା ନିକଟରେ ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ଏକ ଟୁରିଷ୍ଟ ବସ୍‌ ଧକ୍କା ଦେଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

soroiiiiiiiiiiiiiiiii

‘ପ୍ରଧାନ ଏଣ୍ଡ ପ୍ରଧାନ’ ନାମକ ବସ୍‌ଟି ଗୁଜୁରାଟ ସୁନ୍ଦରନଗରରୁ ତୀର୍ଥଯାତ୍ରୀ ନେଇ ପୁରୀରୁ ପଶ୍ଚିମବଙ୍ଗ ଯାଉଥିଲା। ଆଜି ଭୋର ସମୟରେ ଏହି ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥରେ ଠିଆହୋଇଥିବା ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଉକ୍ତ ସମୟରେ ବସ୍‌ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story