୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ହେବ ଦଶମ ତୋଷାଳି ଜାତୀୟ କ୍ରାଫ୍ଟ ମେଳା

ଭୁବନେଶ୍ୱର: ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଦଶମ ତୋଷାଳି ଜାତୀୟ କ୍ରାଫ୍ଟ ମେଳା ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୪୪୫ଟି ଷ୍ଟଲ ମଧ୍ୟରୁ ୨୪୦ ଟି ହସ୍ତଶିଳ୍ପ, ୧୬୦ଟି ହସ୍ତତନ୍ତ, ୩୦ଟି ଫୁଡ କୋର୍ଟ ଷ୍ଟଲ ରହିବ। ଏହାସହ ଏନ୍ଆଇଏଫଟି ସହିତ ୭ଟି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ମଧ୍ୟ ରହିବ। ସମୁଦାୟ ୩୫୦ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ। ଏଥର ରାଜ୍ୟର ବୁଣାକାରମାନଙ୍କ ଦ୍ୱାରା ପାରମ୍ପାରିକ […]

t

t

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 07:02 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଦଶମ ତୋଷାଳି ଜାତୀୟ କ୍ରାଫ୍ଟ ମେଳା ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୪୪୫ଟି ଷ୍ଟଲ ମଧ୍ୟରୁ ୨୪୦ ଟି ହସ୍ତଶିଳ୍ପ, ୧୬୦ଟି ହସ୍ତତନ୍ତ, ୩୦ଟି ଫୁଡ କୋର୍ଟ ଷ୍ଟଲ ରହିବ। ଏହାସହ ଏନ୍ଆଇଏଫଟି ସହିତ ୭ଟି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ମଧ୍ୟ ରହିବ। ସମୁଦାୟ ୩୫୦ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ। ଏଥର ରାଜ୍ୟର ବୁଣାକାରମାନଙ୍କ ଦ୍ୱାରା ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଇକତ ବୁଣିବା ପ୍ରଣାଳୀକୁ ନେଇ ଥିମ ପାଭିଲିୟନର ପରିକଳ୍ପନା କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story