ଦେଶ ପାଳୁଛି ବିଜୟ ଦିବସ: ୭୧ ଯୁଦ୍ଧରେ ମାଟି କାମୁଡ଼ିଥିଲା ପାକିସ୍ତାନ, ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ବିଜୟ ଦିବସ। ୧୯୭୧ ମସିହା ଆଜିର ଦିନରେ ଭାରତଠାରୁ ଯୁଦ୍ଧ ହାରିଥିଲା ପାକିସ୍ତାନ। ଆଉ ସ୍ୱାଧୀନତା ହାସଲ କରିଥିଲା ବାଂଲାଦେଶ। ପାକିସ୍ତାନକୁ ଭାଗ  କରିଦେଇଥିଲା ଭାରତୀୟ ସେନା। ପାକିସ୍ତାନ ଉପରେ ଭାରତୀୟ ସେନାର ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଆଜି ଏହି ଅବସରରେ ଦିଲ୍ଲୀ ଅମର ଯବାନ ଜ୍ୟୋତିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାମରଣ, ସେନା ମୁଖ୍ୟ ବିପିନ […]

India-Pakistan-War-image

India-Pakistan-War-image

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 01:08 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ବିଜୟ ଦିବସ। ୧୯୭୧ ମସିହା ଆଜିର ଦିନରେ ଭାରତଠାରୁ ଯୁଦ୍ଧ ହାରିଥିଲା ପାକିସ୍ତାନ। ଆଉ ସ୍ୱାଧୀନତା ହାସଲ କରିଥିଲା ବାଂଲାଦେଶ। ପାକିସ୍ତାନକୁ ଭାଗ  କରିଦେଇଥିଲା ଭାରତୀୟ ସେନା। ପାକିସ୍ତାନ ଉପରେ ଭାରତୀୟ ସେନାର ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି।

ଆଜି ଏହି ଅବସରରେ ଦିଲ୍ଲୀ ଅମର ଯବାନ ଜ୍ୟୋତିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାମରଣ, ସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ଏବଂ ବାୟୁସେନା ମୁଖ୍ୟ ମାର୍ଶାଲ ବିରେନ୍ଦର ସିଂ ଧନୋଆ ପ୍ରମୁଖ ଉପସ୍ଥିତ ରହି ସହିଦ୍ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।୧୯୭୧ ଡିସେମ୍ବର ୩ ତାରିଖରେ ପାକିସ୍ତାନ ପ୍ରଥମେ ଭାରତର ବାୟୁସେନା ଉପରେ ଆକ୍ରମଣ କରିଥିଲା ଯେଉଁଥିପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ଆଉ ସେହି ୧୩ ଦିନ ଭିତରେ ଭାରତୀୟ ବାୟୁ ସେନା, ନୌସେନା ସମେତ ସମସ୍ତ ଫୋର୍ସ ଏକାଠି ହୋଇ ଢାକାକୁ ସ୍ୱାଧୀନ କରିଥିଲେ ।   ଏକବିଂଶ ଶତାବ୍ଦୀରେ ପ୍ରଥମଥର ପାଇଁ ଭାରତ, ଏକ ନୂଆ ଦେଶ ସୃଷ୍ଟି କରିଥିବା ସାରା ବିଶ୍ୱକୁ ଦେଖାଇ ଦେଇଥିଲା।  ସମସ୍ତ ସେନା ଯେଉଁମାନେ ଏହି ଯୁଦ୍ଧରେ ଲଢେଇ କରିଥିଲେ, ସେମାନେ ସମସ୍ତେ ଆଜିର ଏହି ବିଜୟ ଦିବସ ସେଲିବ୍ରେସନ୍‌ରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story