୧୬୪ ଧାରାରେ ବୁଦ୍ଧିଆଙ୍କ ବୟାନ ରେକର୍ଡ ପାଇଁ ଦାବି କଲା ସିଡବ୍ଲ୍ୟୁସି

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କ ନିଖୋଜ ଘଟଣା ଉପରୁ ପରଦା ଉଠି ସାରିଥିଲେ ମଧ୍ୟ ଚର୍ଚ୍ଚା ଥମିନାହିଁ। କାହାକୁ କିଛି ନ ଜଣାଇ ବୁଦ୍ଧିଆ ତାଙ୍କ ମାଆ ସୁକାନ୍ତି ସିଂ ତାମିଲନାଡୁର କୋଡ଼ାଇକାନାଲ ଛୁଟି କାଟିବାକୁ ଯିବା ଘଟଣାରେ ବୟାନ ରେକର୍ଡ କରିବାକୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ଦାବି କରିଛି। ୧୬୪ ଧାରାରେ ବୁଦ୍ଧିଆଙ୍କର ଏବଂ ୧୬୧ ଧାରାରେ ସୁକାନ୍ତିଙ୍କ ବୟାନ ରେକର୍ଡ କରିବାକୁ ସିଡବ୍ଲ୍ୟୁସି ଦାବି କରିଛି। ଏଥିସହ ବୁଦ୍ଧିଆ ଫେରିବା ପରେ […]

budhia1

budhia1

Rakesh Mallick
  • Published: Monday, 18 July 2016
  • Updated: 28 July 2016, 10:42 AM IST

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କ ନିଖୋଜ ଘଟଣା ଉପରୁ ପରଦା ଉଠି ସାରିଥିଲେ ମଧ୍ୟ ଚର୍ଚ୍ଚା ଥମିନାହିଁ। କାହାକୁ କିଛି ନ ଜଣାଇ ବୁଦ୍ଧିଆ ତାଙ୍କ ମାଆ ସୁକାନ୍ତି ସିଂ ତାମିଲନାଡୁର କୋଡ଼ାଇକାନାଲ ଛୁଟି କାଟିବାକୁ ଯିବା ଘଟଣାରେ ବୟାନ ରେକର୍ଡ କରିବାକୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ଦାବି କରିଛି।

୧୬୪ ଧାରାରେ ବୁଦ୍ଧିଆଙ୍କର ଏବଂ ୧୬୧ ଧାରାରେ ସୁକାନ୍ତିଙ୍କ ବୟାନ ରେକର୍ଡ କରିବାକୁ ସିଡବ୍ଲ୍ୟୁସି ଦାବି କରିଛି। ଏଥିସହ ବୁଦ୍ଧିଆ ଫେରିବା ପରେ ସ୍ପୋର୍ଟସ ହଷ୍ଟେଲ ଯାଇ ଘଟଣାର ଯାଞ୍ଚ କରାଯିବ ବୋଲି ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କମିଶନରେଟ୍ ପୋଲିସର ଅନୁରୋଧ କ୍ରମେ ଆଜି କୋଡାଇକାନାଲ ପୋଲିସ୍‌ ବୁଦ୍ଧିଆ ଏବଂ ସୁକାନ୍ତିଙ୍କୁ ପଚରାଉଚରା କରିଛି।

ତାମିଲନାଡୁର କୋଡାଇକାନାଲରେ ବୁଦ୍ଧିଆ ମାଆ ସୁକାନ୍ତିଙ୍କ ସହ ଛୁଟି କାଟୁଛନ୍ତି। ଏହା ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ କାହାକୁ କିଛି ନ ଜଣାଇ ଉଭୟ ଛୁଟି କାଟିବାକୁ କାହିଁକି ଗଲେ ତାହା ସ୍ପଷ୍ଟ ହୋଇନାହିଁ। ବୁଦ୍ଧିଆଙ୍କ ଜୀବନୀକୁ ନେଇ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ ନିର୍ମାଣ କରିଥିବା ପ୍ରୟୋଜନା ସଂସ୍ଥା ସେମାନଙ୍କୁ ବୁଲାଇବାକୁ ନେଉଛନ୍ତି କି? ଯଦି ନେଇଛନ୍ତି ତେବେ ଏ ନେଇ କାହିଁକି କିଛି ସ୍ପଷ୍ଟ କରୁନାହାନ୍ତି? ଏ ନେଇ ଫିଲ୍ମ ପ୍ରଯୋଜକ ସଂସ୍ଥାକୁ ପୂର୍ବରୁ ସିଡବ୍ଲ୍ୟୁସି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ଫିଲ୍ମ ପ୍ରଯୋଜକ ସଂସ୍ଥା ବୁଦ୍ଧିଆଙ୍କ ଜୀବନୀକୁ ନେଇ ଫିଲ୍ମ କରୁଛନ୍ତି। ସେ ତାଙ୍କୁ ବୁଲାଇବାକୁ ନେଇ ପାରିବେ। ହେଲେ ସଂସ୍ଥା କହିକି ନେଇ ପାରିଥାନ୍ତି। ୧୬୪ ଧାରାରେ ବୟାନ ରେକର୍ଡର ଆବଶ୍ୟକତା ରହିଛି। ତାମିଲନାଡୁରେ ହେଉ କିମ୍ବା ଭୁବନେଶ୍ୱର ଆସିବା ପରେ ହେଉ ବୁଦ୍ଧିଆ ବୟାନ ନିଶ୍ଚିତ ରେକର୍ଡ କରାଯିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story