୧୬,୫୦୦ କୋଟି ଟଙ୍କାର ଲେଖାନୁଦାନ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ଶେଷ ହୋଇଛି ଚଳିତ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ।  ଶେଷ ଦିନ ଅପରାହ୍ଣରେ ଗୋଟିଏ ମାସର ୧୬ ହଜାର ୫୦୦ କୋଟି ଟଙ୍କାର ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି। ତେବେ ପୂର୍ବାହ୍ନରେ ବିଧାନସଭାର ପ୍ରଶ୍ନକାଳ ଆଜି ପୁଣି ଅଚଳ ହୋଇଥିଲା। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି(ଟିଏସି) ନିୟମିତ ବସୁନଥିବାରୁ ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ […]

ass1

ass1

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ଶେଷ ହୋଇଛି ଚଳିତ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ।  ଶେଷ ଦିନ ଅପରାହ୍ଣରେ ଗୋଟିଏ ମାସର ୧୬ ହଜାର ୫୦୦ କୋଟି ଟଙ୍କାର ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି। ତେବେ ପୂର୍ବାହ୍ନରେ ବିଧାନସଭାର ପ୍ରଶ୍ନକାଳ ଆଜି ପୁଣି ଅଚଳ ହୋଇଥିଲା। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି(ଟିଏସି) ନିୟମିତ ବସୁନଥିବାରୁ ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ ବିରୋଧୀଦଳ ନେତା। ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ହୋ ହଲ୍ଲା କରିବା ସହ ନାରାବାଜି କରିଥିଲେ। ନିୟମ ମୁତାବକ ଟିଏସି ବୈଠକ ୧୭ବର୍ଷରେ ୩୪ଥର ବସିବା କଥା। ହେଲେ ମାତ୍ର ୧୫ଥର ବସିଛି।  ଟିଏସି ବୈଠକ ଶୀଘ୍ର କରିବା ସହ ବୈଠକ ବସିନଥିବାରୁ ରାଜ୍ୟ ସରକାର କ୍ଷମା ମାଗିବାକୁ ଦାବି କରିଥିଲେ ବିରୋଧୀ।  ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ମଧ୍ୟ ସମାନ ପ୍ରସଙ୍ଗରେ ହୋ ହଲ୍ଲା ହେବାରୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି। ତେବେ ଅପରାହ୍ଣ ୩ଟା ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story