୧୭ରୁ କୋଣାର୍କ ଆନ୍ତର୍ଜାତିକ ସାଇକ୍ଲୋଥନ

କୋଣାର୍କ: ଆସନ୍ତା ୧୭ ତାରିଖରେ କୋଣାର୍କ ଆନ୍ତର୍ଜାତିକ ସାଇକ୍ଲୋଥନ ଆୟୋଜନ ହେବ। ଏହା ଭୁବନେଶ୍ୱରର ବିନ୍ଦୁସାଗରଠାରୁ ଆରମ୍ଭ ହୋଇ ଭାୟା ପୁରୀ ଦେଇ କୋଣାର୍କରେ ପହଞ୍ଚିବ। ଏହି ଅଭିଯାନରେ ପ୍ରାୟ ୫୦୦ ସାଇକ୍ଲଷ୍ଟ ଯୋଗ ଦେବେ। କୋଣାର୍କରେ ପହଞ୍ଚିବା ପରେ ସେଠାରୁ ୪୦ ଜଣ ସାଇକ୍ଲିଷ୍ଟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥିରେ ବହୁ ବିଦେଶୀ ସାଇକ୍ଲିଷ୍ଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱଚ୍ଛ, ସବୁଜ ଏବଂ ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ସାଇକେଲର ଆବଶ୍ୟକତାକୁ ଉପଲବ୍ଧି […]

cyclothon

cyclothon

Rakesh Mallick
  • Published: Friday, 09 December 2016
  • Updated: 09 December 2016, 08:50 AM IST

Sports

Latest News

କୋଣାର୍କ: ଆସନ୍ତା ୧୭ ତାରିଖରେ କୋଣାର୍କ ଆନ୍ତର୍ଜାତିକ ସାଇକ୍ଲୋଥନ ଆୟୋଜନ ହେବ। ଏହା ଭୁବନେଶ୍ୱରର ବିନ୍ଦୁସାଗରଠାରୁ ଆରମ୍ଭ ହୋଇ ଭାୟା ପୁରୀ ଦେଇ କୋଣାର୍କରେ ପହଞ୍ଚିବ। ଏହି ଅଭିଯାନରେ ପ୍ରାୟ ୫୦୦ ସାଇକ୍ଲଷ୍ଟ ଯୋଗ ଦେବେ। କୋଣାର୍କରେ ପହଞ୍ଚିବା ପରେ ସେଠାରୁ ୪୦ ଜଣ ସାଇକ୍ଲିଷ୍ଟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥିରେ ବହୁ ବିଦେଶୀ ସାଇକ୍ଲିଷ୍ଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ୱଚ୍ଛ, ସବୁଜ ଏବଂ ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ସାଇକେଲର ଆବଶ୍ୟକତାକୁ ଉପଲବ୍ଧି କରାଇବା ଲାଗି ଏହି ସାଇକ୍ଲୋଥନ ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି। ରୁଟସ ଆପ୍‌ ଓଡ଼ିଶା ଫାଉଣ୍ଡସେନ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏଭଳି କୋଣାର୍କ ସାଇକ୍ଲୋଥନ ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story