ଧରାପଡ଼ିଲା ଶ୍ରମିକ ଚାଲାଣ ଦଲାଲ୍

ବାଲିଗୁଡ଼ା(ଅଜିତ ନାୟକ): ରାୟଗଡ଼ା ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ବାଲିଗୁଡ଼ା ପୁଲିସ୍‌ ଜଣେ ଦଲାଲକୁ ଗିରଫ କରିଛି। ଏହାସହ ୧୯ ଜଣ ଯୁବକଯୁବତୀଙ୍କୁ ଉଦ୍ଧାର କରିଛି। ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ନେଇ ଗତକାଲି ରାତିରେ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନେତୃତ୍ୱରେ ଏକ ଟିମ୍‌ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ୍ ଘଟଣାର […]

kandhamal000

kandhamal000

Tapaswini Nayak
  • Published: Monday, 21 October 2019
  • Updated: 21 October 2019, 01:26 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ରାୟଗଡ଼ା ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ବାଲିଗୁଡ଼ା ପୁଲିସ୍‌ ଜଣେ ଦଲାଲକୁ ଗିରଫ କରିଛି। ଏହାସହ ୧୯ ଜଣ ଯୁବକଯୁବତୀଙ୍କୁ ଉଦ୍ଧାର କରିଛି।

ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ନେଇ ଗତକାଲି ରାତିରେ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନେତୃତ୍ୱରେ ଏକ ଟିମ୍‌ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ଦଲାଲ ଜଣଙ୍କ କେବେ ଠାରୁ ଆଉ କେଉଁ କେଉଁ ଜିଲ୍ଲାରୁ କେତେ ଶ୍ରମିକ ଚାଲାଣ କରିଛି, ପୁଲିସ୍‌ ତାହାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos