ବସ୍ ସାଇଡ୍ ମାରିଲା, ପୋଖରୀକୁ ଖସି ପଡ଼ିଲା ଦୁଇଟି କାର୍

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଦୁଇଟି କାର୍‌କୁ ସାଇଡ୍ ମାରିବାରୁ କାର୍ ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ଦୁଇ ଜଣ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇଟି କାର୍ ଭଦ୍ରକରୁ କଟକ ଅଭିମୁଖେ […]

7777777000

7777777000

Tapaswini Nayak
  • Published: Saturday, 15 February 2020
  • Updated: 15 February 2020, 01:58 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଦୁଇଟି କାର୍‌କୁ ସାଇଡ୍ ମାରିବାରୁ କାର୍ ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ଦୁଇ ଜଣ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇଟି କାର୍ ଭଦ୍ରକରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ବସ୍ ପଛରୁ ଆସି ଆଖୁଆପଦା ଛକ ନିକଟରେ କାର୍ ଦୁଇଟିକୁ ସାଇଡ୍ ମାରିବାରୁ ଗାଡ଼ି ଦୁଇଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗାଡ଼ି ଦୁଇଟିକୁ ପୋଖରୀରୁ କ୍ରେନ୍ ସାହାଯ୍ୟରେ ବାହାର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story