ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ଦୁଇ ଜଣ ଶିଶୁ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁଦ୍ୱୟ ହେଲେ ମାଡକାମି ର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ। ସୂଚନା ଅନୁଯାୟୀ, ଉଭୟ ଆଜି ସକାଳେ ଘର ନିକଟରେ ଖେଳୁଥିଲେ । ମାତ୍ର  ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ […]

children

children

Niharika Rout
  • Published: Friday, 03 September 2021
  • Updated: 03 September 2021, 11:34 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ଦୁଇ ଜଣ ଶିଶୁ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁଦ୍ୱୟ ହେଲେ ମାଡକାମି ର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ।

ସୂଚନା ଅନୁଯାୟୀ, ଉଭୟ ଆଜି ସକାଳେ ଘର ନିକଟରେ ଖେଳୁଥିଲେ । ମାତ୍ର  ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗାଁ ପୋଖରୀରେ ଖୋଜାଖୋଜି କରି ସେଠାରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story