ବଜ୍ରପାତରେ ଦୁଇ ମୃତ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ବ୍ରଜାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉପେନ୍ଦ୍ର ସିଂ ଓ ଅର୍ଣ୍ଣପୁର୍ଣ୍ଣା ରଣା। ଉପେନ୍ଦ୍ରଙ୍କ ଘର ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳରେ। ସେ ଆଜି କେନ୍ଦୁଡିହା ଗାଁରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅର୍ଣ୍ଣପୂର୍ଣ୍ଣାଙ୍କ ଘର ଭୋଗରାଇ ବ୍ଲକର ବଡ଼ପାହି ଗାଁରେ ବୋଲି ଜଣାପଡ଼ିଛି। ସେ ଘରେ ଥିବା […]

lighting

lighting

Tapaswini Nayak
  • Published: Thursday, 28 May 2020
  • Updated: 28 May 2020, 02:53 PM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ବ୍ରଜାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉପେନ୍ଦ୍ର ସିଂ ଓ ଅର୍ଣ୍ଣପୁର୍ଣ୍ଣା ରଣା।
ଉପେନ୍ଦ୍ରଙ୍କ ଘର ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳରେ। ସେ ଆଜି କେନ୍ଦୁଡିହା ଗାଁରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଅର୍ଣ୍ଣପୂର୍ଣ୍ଣାଙ୍କ ଘର ଭୋଗରାଇ ବ୍ଲକର ବଡ଼ପାହି ଗାଁରେ ବୋଲି ଜଣାପଡ଼ିଛି। ସେ ଘରେ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଆଜି ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story