ଡ୍ରିଲ୍ ବେଳେ AK-47ରୁ ଗୁଳି ଫୁଟି ଦୁଇ ଯବାନ ଗୁରୁତର

ନୂଆପଡ଼ା: ନୂଆପଡ଼ା ଥାନା ପରିସରରେ ଥିବା DVF କ୍ୟାମ୍ପରେ ଅଘଟଣ ଘଟିଛି। ଡ୍ରିଲ କରୁଥିବାବେଳେ ଗୁଳି ଫୁଟି ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି। ଉଭୟ ଯବାନଙ୍କୁ ଗୁରୁତର ଅବସ୍ଥାରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଡ୍ରିଲ୍ ବେଳେ AK-47ରୁ ଗୁଳି ଫୁଟି ଏହି ଅଘଟଣ ଘଟିଛି।

କମ୍ବିଂରେ ଯିବା ପୂର୍ବରୁ ୨୫ଜଣ DVF ଯବାନ ଡ୍ରିଲ୍ କରୁଥିଲେ।