ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲା ପରେ ଏବେ ଯୁକ୍ତ ୨ ଚିନ୍ତା

ଭୁବନେଶ୍ୱର(ଓଡିଶା ରିପୋର୍ଟର):ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତିନି ତିନି ଥର ଭାଇରାଲ ହେବା ପରେ ଏବେ ଯୁକ୍ତ ଦୁଇ ଚିନ୍ତା ଘାରିଛି। ମାର୍ଚ୍ଚ ୬ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ମାଟ୍ରିକ ଭଳି ସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ବିଶେଷ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ଫୋନ୍  ଓ  ଅନ୍ୟ କୌଣସି ବୈଦୁତିକ ସାମାଗ୍ରୀ ନେବା ଉପରେ ରୋକ୍ ଲଗାଯାଇଛି । ଛାତ୍ରଛାତ୍ରୀଙ୍କ […]

CHSE-ODISHA_OdiaPortal.IN

CHSE-ODISHA_OdiaPortal.IN

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 09:32 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର):ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତିନି ତିନି ଥର ଭାଇରାଲ ହେବା ପରେ ଏବେ ଯୁକ୍ତ ଦୁଇ ଚିନ୍ତା ଘାରିଛି। ମାର୍ଚ୍ଚ ୬ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ମାଟ୍ରିକ ଭଳି ସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ବିଶେଷ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ଫୋନ୍  ଓ  ଅନ୍ୟ କୌଣସି ବୈଦୁତିକ ସାମାଗ୍ରୀ ନେବା ଉପରେ ରୋକ୍ ଲଗାଯାଇଛି । ଛାତ୍ରଛାତ୍ରୀଙ୍କ ସମେତ ପରୀକ୍ଷକ, ସ୍କ୍ୱାର୍ଡ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ । ପ୍ରଶ୍ନପତ୍ର ଖୋଲା ହେବାବେଳେ କେହି ପାଖରେ ମୋବାଇଲ୍ ରଖିପାରିବେ ନାହିଁ  । ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ  ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍  କ୍ଲକ୍ ରୁମ୍ ଖୋଲାଯିବ ବୋଲି ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷାର ତିନି ୩ଟି ବିଷୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଗତ ୨୩ ତାରିଖ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା, ୨୬ ତାରିଖରେ ଇଂରାଜୀ ଓ ଗତ ୩ ତାରିଖରେ ହ୍ବାଟ୍‌ସ ଆପରେ ଘୁରି ବୁଲିଥିଲା ଗଣିତ ପ୍ରଶ୍ନପତ୍ର । ତେବେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ହେବାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ । ସେପଟେ କେବଳ ଓଡିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଅନ୍ୟ ଦୁଇଟି କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିସ୍ଥିତିରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହେବାସତ୍ତ୍ୱେ ଏହାକୁ ରୋକିବା ଲାଗି କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି । ତେବେ  ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story