ନୂଆପଡ଼ା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଏସଓଜି ଯବାନ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଭାଲୁକୋଣା ଜଙ୍ଗଲରେ ଆଜି ଏସଓଜି ଯବାନମାନେ କମ୍ୱିଂ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣ ଯବାନ ଗୁରୁତର ହୋଇପଡିଛନ୍ତି। ଆହତ ୨ ଯବାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

nuapada

nuapada

Rakesh Mallick
  • Published: Saturday, 17 October 2015
  • Updated: 17 October 2015, 08:38 AM IST

Sports

Latest News

ନୂଆପଡା: ନୂଆପଡା ଜିଲ୍ଲା ଭାଲୁକୋଣା ଜଙ୍ଗଲରେ ଆଜି ଏସଓଜି ଯବାନମାନେ କମ୍ୱିଂ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣ ଯବାନ ଗୁରୁତର ହୋଇପଡିଛନ୍ତି। ଆହତ ୨ ଯବାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos