ନୂଆପଡ଼ା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଏସଓଜି ଯବାନ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଭାଲୁକୋଣା ଜଙ୍ଗଲରେ ଆଜି ଏସଓଜି ଯବାନମାନେ କମ୍ୱିଂ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣ ଯବାନ ଗୁରୁତର ହୋଇପଡିଛନ୍ତି। ଆହତ ୨ ଯବାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।