ମାର୍ବଲ ଅନଲୋଡ କରୁଥିଲେ, ଚାପି ହୋଇଗଲେ ୨ ଶ୍ରମିକ

ବୌଦ୍ଧ(ଭାର୍ଜନ ପ୍ରଧାନ):  ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେ ଏପରି ଅଘଟଣ ଘଟିଛି। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ଵାମିତ୍ର ଦେହୁରୀ ଓ ବାପୁଜିନଗରର ପଞ୍ଚାନନ ନାଏକ। ସୂଚନାନୁସାରେ,  ଆଜି ବୌଦ୍ଧ ରାଜନପାଲି ଛକରେ ଏକ ଟ୍ରକରୁ ମାର୍ବଲ ଅଲୋଡ୍ କରାଯାଉଥିଲା । ଏହି ସମୟରେ  ହଠାତ ମାର୍ବଲ  ଖସିଯିବାରୁ ତାହା ତଳେ […]

accident

accident

Niharika Rout
  • Published: Friday, 27 August 2021
  • Updated: 27 August 2021, 01:04 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ):  ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ବୌଦ୍ଧ ଜିଲ୍ଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେ ଏପରି ଅଘଟଣ ଘଟିଛି। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ଵାମିତ୍ର ଦେହୁରୀ ଓ ବାପୁଜିନଗରର ପଞ୍ଚାନନ ନାଏକ।

ସୂଚନାନୁସାରେ,  ଆଜି ବୌଦ୍ଧ ରାଜନପାଲି ଛକରେ ଏକ ଟ୍ରକରୁ ମାର୍ବଲ ଅଲୋଡ୍ କରାଯାଉଥିଲା । ଏହି ସମୟରେ  ହଠାତ ମାର୍ବଲ  ଖସିଯିବାରୁ ତାହା ତଳେ ୨ ଶ୍ରମିକ ଚାପି ହୋଇ ଯାଇଥିଲେ।  ଦୀଘଁ ସମୟ ଚାପି ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ମୃତଦେହ ଉଦ୍ଧାର ସମ୍ଭବ ନ ହେବାରୁ କ୍ରେନ୍‌ ସାହାଯ୍ୟରେ ପ୍ରଥମେ ମାର୍ବଲ  ହଟାଯାଇଥିଲା। ତା’ ପରେ ମୃତକଦ୍ୱୟଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story