୨ ମାସରେ ହୀରାକୁଦ ଡଙ୍ଗାବୁଡି ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମ୍ବଲପୁର: ହୀରାକୁଦ ଡ୍ୟାମ ଡଙ୍ଗା ବୁଡ଼ି ଘଟଣାରେ ସରକାର ଦୁଇମାସ ମଧ୍ୟରେ ତଦନ୍ତ ରପୋର୍ଟ ଦେବା ପାଇଁ ଉତ୍ତରାଞ୍ଚଳ ଆରଡିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ତତ୍କାଳୀନ ଆରଡିସି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେତେବେଳେ ଆରଡିସି ତାଙ୍କ ରିପୋର୍ଟରେ କ’ଣ ସୁପାରିଶ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରଶ୍ନବାଚୀ ହୋଇ ରହିଛି।