ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ସହଯୋଗ କରିବା ଅଭିଯୋଗରେ ୨ ଗିରଫ

ରାଉରକେଲା: ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ସହଯୋଗ କରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଗିରଫ ପିଏଲ୍‌ଏଫ୍‌ ସଦସ୍ୟ ସୁଶୀଲ ହାସଁଦାର ବଡ଼ ଭାଇ ଓ କୁଆଁରମୁଣ୍ଡା ବ୍ଲକ ମଜାପଡ଼ା ସମିତିସଭ୍ୟ ସନ୍ଦୀପ ଡାଙ୍ଗ। ଗତ ଗୁରୁବାର ଦିନ ରାଉରକେଲା ପୋଲିସ ରାୟବଗା ଅଞ୍ଚଳରୁ ଏହି ସୁଶୀଲ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ପୋଲିସ ଓ ପିଏଲ୍‌ଏଫ୍‌ଆଇ ମଧ୍ୟରେ ଗୁଳିବିନିମୟ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ୨ଟି ବନ୍ଧୁକ […]

PLFI

PLFI

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 12:48 PM IST

Sports

Latest News

ରାଉରକେଲା: ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ସହଯୋଗ କରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଗିରଫ ପିଏଲ୍‌ଏଫ୍‌ ସଦସ୍ୟ ସୁଶୀଲ ହାସଁଦାର ବଡ଼ ଭାଇ ଓ କୁଆଁରମୁଣ୍ଡା ବ୍ଲକ ମଜାପଡ଼ା ସମିତିସଭ୍ୟ ସନ୍ଦୀପ ଡାଙ୍ଗ।

ଗତ ଗୁରୁବାର ଦିନ ରାଉରକେଲା ପୋଲିସ ରାୟବଗା ଅଞ୍ଚଳରୁ ଏହି ସୁଶୀଲ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ପୋଲିସ ଓ ପିଏଲ୍‌ଏଫ୍‌ଆଇ ମଧ୍ୟରେ ଗୁଳିବିନିମୟ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ୨ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story