ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ଟା ୩୦ରେ CHSE ଅଫିସରେ ରେଜଲ୍ଟ ପ୍ରକାଶ ପାଇବ। www.orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ।

ଚଳିତବର୍ଷ ରାଜ୍ୟରେ  ୯୭ ହଜାର ୫୩୬ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ରେ ପରୀକ୍ଷା ଦେଇଛନ୍ତି। ଲକ୍‌ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା ସୃଷ୍ଟି ହୋଇଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ।

ଆହୁରି ପଢ଼ନ୍ତୁ

ବଲାଙ୍ଗିରରେ ବଢ଼ୁଛି ସଂକ୍ରମଣ, କଟକଣା ଲାଗୁ କଲା ବଜାର କମିଟି

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

୧୭୦୯ ପୁଲିସ୍‌ଙ୍କୁ ମିଳିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଶକ୍ତିମନ୍ତ୍ରୀଙ୍କ ସମର୍ଥନ

ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା କ୍ରାଇମବ୍ରାଞ୍ଚ