ନୀଳଚକ୍ରର ଅର ଦୁର୍ବଳ

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ନୀଳଚକ୍ରର ୮ଟି ଅରରୁ ୨ଟି ଦୁର୍ବଳ ହୋଇଯାଇଛି। ଏହା ସହ ଅଁଳାବେଢ଼ାର ବଜ୍ରପାତ ନିରୋଧ ୮ଟି ଷ୍ଟିକ୍ ଦୁର୍ବଳ ହୋଇଯାଇଛି ବୋଲି ନୀଳଚକ୍ର ଯାଞ୍ଚ ପରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦୁର୍ବଳ ହୋଇଥିବା ୨ଟି ଅର ଏବଂ ବଜ୍ରପାତ ନିରୋଧ ବ୍ୟବସ୍ଥାର ମଧ୍ୟ ମରାମତି କରାଯିବ। ଆର୍ଥିଂ ଦୁର୍ବଳ ଥିବାରୁ ଏହାର ମରାମତି କରାଯିବ।” ଆଜି ଶ୍ରୀମନ୍ଦିର ଚୂଡାକୁ ଯାଇ ଯାଞ୍ଚ କରିଥିଲା ’ବିଶେଷଜ୍ଞ ଟିମ୍।  ନୀଳଚକ୍ର, […]

puriii

puriii

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 07:18 PM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ନୀଳଚକ୍ରର ୮ଟି ଅରରୁ ୨ଟି ଦୁର୍ବଳ ହୋଇଯାଇଛି। ଏହା ସହ ଅଁଳାବେଢ଼ାର ବଜ୍ରପାତ ନିରୋଧ ୮ଟି ଷ୍ଟିକ୍ ଦୁର୍ବଳ ହୋଇଯାଇଛି ବୋଲି ନୀଳଚକ୍ର ଯାଞ୍ଚ ପରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଦୁର୍ବଳ ହୋଇଥିବା ୨ଟି ଅର ଏବଂ ବଜ୍ରପାତ ନିରୋଧ ବ୍ୟବସ୍ଥାର ମଧ୍ୟ ମରାମତି କରାଯିବ। ଆର୍ଥିଂ ଦୁର୍ବଳ ଥିବାରୁ ଏହାର ମରାମତି କରାଯିବ।”

ଆଜି ଶ୍ରୀମନ୍ଦିର ଚୂଡାକୁ ଯାଇ ଯାଞ୍ଚ କରିଥିଲା ’ବିଶେଷଜ୍ଞ ଟିମ୍।  ନୀଳଚକ୍ର, ଅଳାଁ ବେଢା, ପଦ୍ମପାଖୁଡା ଓ କଳସ ଆଦିକୁ ଯାଞ୍ଚ କରିବା ସହ ମୁଖ୍ୟତଃ ବ୍ରଜପାତ ନିରୋଧକ ଆର୍ଥିଂ ବ୍ୟବସ୍ଥା କିଭଳି ରହିଛି ତାକୁ ଯାଞ୍ଚ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story