ବିଦ୍ୟୁତ ଆଘାତରେ ଚାଲିଗଲେ ବିଦ୍ୟୁତ୍‌ଲତା, ମମତା

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତେନ୍ତୁଳିଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବିଦ୍ୟୁତ୍ ଆଘାତରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ବିଦ୍ୟୁତ୍‌ଲତା ମହାପାତ୍ର ଓ ମମତା ମହାପାତ୍ର। ଆଜି ବିଦ୍ୟୁତ୍‌ ଲତାଙ୍କ ଘର ଗ୍ରୀଲ୍‌ରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ସେ ଅଜାଣତରେ ଯାଇ ଘର ଗ୍ରୀଲ୍‌କୁ ଧରି ପକାଇବାରୁ ତାଙ୍କୁ କରେଣ୍ଟ ମାରିଥିଲା। ଏହି ସମୟରେ ବିଦ୍ୟୁତ୍‌ ଲତାଙ୍କୁ ବଞ୍ଚାଇବାକୁ ପଡୋଶୀ ମମତା ଉଦ୍ୟମ କରିଥିଲେ। ଫଳରେ […]

deadbody

deadbody

Tapaswini Nayak
  • Published: Tuesday, 08 October 2019
  • Updated: 08 October 2019, 02:05 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତେନ୍ତୁଳିଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବିଦ୍ୟୁତ୍ ଆଘାତରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ବିଦ୍ୟୁତ୍‌ଲତା ମହାପାତ୍ର ଓ ମମତା ମହାପାତ୍ର।

ଆଜି ବିଦ୍ୟୁତ୍‌ ଲତାଙ୍କ ଘର ଗ୍ରୀଲ୍‌ରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ସେ ଅଜାଣତରେ ଯାଇ ଘର ଗ୍ରୀଲ୍‌କୁ ଧରି ପକାଇବାରୁ ତାଙ୍କୁ କରେଣ୍ଟ ମାରିଥିଲା। ଏହି ସମୟରେ ବିଦ୍ୟୁତ୍‌ ଲତାଙ୍କୁ ବଞ୍ଚାଇବାକୁ ପଡୋଶୀ ମମତା ଉଦ୍ୟମ କରିଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଦୁଇ ଜଣଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘରେ ସର୍ଟ ସର୍କିଟ୍ ଯୋଗୁ ଗ୍ରୀଲରେ କରେଣ୍ଟ ଲାଗିଥିବା ଜଣା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story