୨ ବର୍ଷର ଭଡ଼ା ବାକି, ଅଇଁଠାପାଲି ଆରଆଇ ଅଫିସରେ ତାଲା ପକାଇଲେ ଘର ମାଲିକ

ସମ୍ୱଲପୁର: ଭଡା ଘରେ ଚାଲିଥିବା ଅଇଁଠାପାଲି ଆରଆଇ ଅଫିସକୁ ଆଜି ଘର ମାଲିକ ତାଲା ପକାଇ ଦେଇଛନ୍ତି। ୨ ବର୍ଷ ଧରି ଘର ଭଡ଼ା ବାକି ଥିବାରୁ ଘର ମାଲିକ ଏପରି ପଦକ୍ଷେପ ନେଇଛନ୍ତି। ଫଳରେ ବିଭିନ୍ନ କାମରେ ଅଫିସକୁ ଆସିଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା। ନିଜସ୍ୱ ଘର ନ ଥିବାରୁ ଉମକାର ରାଉତଙ୍କ ଘରକୁ ଭଡ଼ାରେ ନିଆଯାଇ ୨୦୧୪ରୁ ଅଇଁଠାପାଲି ଆରଆଇ ଅଫିସ ଚାଲିଥିଲା। ହେଲେ ସେବେଠାରୁ ଘର ମାଲିକଙ୍କୁ ତାଙ୍କ […]

smb

smb

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 07:42 PM IST

ସମ୍ୱଲପୁର: ଭଡା ଘରେ ଚାଲିଥିବା ଅଇଁଠାପାଲି ଆରଆଇ ଅଫିସକୁ ଆଜି ଘର ମାଲିକ ତାଲା ପକାଇ ଦେଇଛନ୍ତି। ୨ ବର୍ଷ ଧରି ଘର ଭଡ଼ା ବାକି ଥିବାରୁ ଘର ମାଲିକ ଏପରି ପଦକ୍ଷେପ ନେଇଛନ୍ତି। ଫଳରେ ବିଭିନ୍ନ କାମରେ ଅଫିସକୁ ଆସିଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା।

ନିଜସ୍ୱ ଘର ନ ଥିବାରୁ ଉମକାର ରାଉତଙ୍କ ଘରକୁ ଭଡ଼ାରେ ନିଆଯାଇ ୨୦୧୪ରୁ ଅଇଁଠାପାଲି ଆରଆଇ ଅଫିସ ଚାଲିଥିଲା। ହେଲେ ସେବେଠାରୁ ଘର ମାଲିକଙ୍କୁ ତାଙ୍କ ଭଡ଼ା ମିଳୁନାହିଁ। ଏପରିକି ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଘର ମାଲିକ ପଇଠ କରୁଛନ୍ତି।

“ବାରମ୍ବାର କହିବା ସତ୍ତ୍ୱେ କିଛି ଲାଭ ନ ହେବାରୁ ଏପରି ନିଷ୍ପତ୍ତି ନେଲି” ବୋଲି ଉମକାର କହିଛନ୍ତି।

ଖବର ପାଇ ଅତିରିକ୍ତ ତହସିଲଦାର ମନୋଜ କୁମାର ମେହେର ଘଟଣା ସ୍ଥଳରେ ପହଞ୍ଚି ଘର ମାଲିକ ଉମକାରଙ୍କ ସହ ଆଲୋଚନା କରିବା ସହ ଶୀଘ୍ର ବକେୟା ଭଡା ଦିଆଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story