ପାହାଡ଼ ଧସି ଭାଙ୍ଗିଲା ୨୦ ଘର

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲିଠାରୁ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ତେବେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଘର ଭାଙ୍ଗିବା ଯୋଗୁ ଲୋକେ ନିରାଶ୍ରୟ ହୋଇ ପଡ଼ିଛନ୍ତି।  ବର୍ଷାରେ ସେମାନେ ପିଲାଛୁଆ ସହ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ  ପାହାଡ଼ ଧସିବା ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

gajapati

gajapati

Tapaswini Nayak
  • Published: Thursday, 24 October 2019
  • Updated: 24 October 2019, 02:15 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲିଠାରୁ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ତେବେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସିବାରୁ ୨୦ ଘର ଭାଙ୍ଗି ଯାଇଛି। ଏଥିସହ ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଘର ଭାଙ୍ଗିବା ଯୋଗୁ ଲୋକେ ନିରାଶ୍ରୟ ହୋଇ ପଡ଼ିଛନ୍ତି।  ବର୍ଷାରେ ସେମାନେ ପିଲାଛୁଆ ସହ ବାହାରେ ଭିଜିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପକ୍ଷରେ  ପାହାଡ଼ ଧସିବା ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story