ବିଷକ୍ରିୟା ଯୋଗୁଁ ବଳିରାଜ ଗାଁରେ ୨୦୦ରୁ ଅଧିକ ମୂଷାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ ଅନ୍ତର୍ଗତ ବଳିରାଜ ଗାଁରେ ଆଜି ସକାଳେ ପ୍ରତି ଘରେ ମୂଷା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁରେ ୨୦୦ରୁ ଅଧିକ ମୂଷାଙ୍କ ମୃତ୍ୟୁ ହୋଇଥିଲା। ମୃତ ମୂଷାଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ଯେ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି। ଏକକାଳୀନ ଏତେ ସଂଖ୍ୟକ ମୂଷା ଗାଁରେ ମରି ପଡ଼ିଥିବା ଖବର ପାଇବା ପରେ ପଶୁ ଚିକିତ୍ସାଳୟ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ଓୟୁଏଟିର […]

rat

rat

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 02:03 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ ଅନ୍ତର୍ଗତ ବଳିରାଜ ଗାଁରେ ଆଜି ସକାଳେ ପ୍ରତି ଘରେ ମୂଷା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁରେ ୨୦୦ରୁ ଅଧିକ ମୂଷାଙ୍କ ମୃତ୍ୟୁ ହୋଇଥିଲା। ମୃତ ମୂଷାଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ଯେ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି। ଏକକାଳୀନ ଏତେ ସଂଖ୍ୟକ ମୂଷା ଗାଁରେ ମରି ପଡ଼ିଥିବା ଖବର ପାଇବା ପରେ ପଶୁ ଚିକିତ୍ସାଳୟ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ଓୟୁଏଟିର ପ୍ରଫେସର ଶିଶନ କୁମାର ପଣ୍ଡା ରକ୍ତ ନମୁନା ପରୀକ୍ଷା କରିବା ପରେ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story