୨୦୧୪-୧୫ ଖରିଫ ଋତୁର ବଳକା ଧାନ ଏଫସିଆଇ ଦ୍ୱାରା ଉଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ୨୦୧୪-୧୫ ଖରିଫ ଋତୁରେ ରାଜ୍ୟରେ ଅମଳ ହୋଇଥିବା ବଳକା ଧାନକୁ ଏଫସିଆଇ ଦ୍ୱାରା ଉଠାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ଖରିଫ ମାର୍କେଟିଂ ସିଜିନ ବା କେଏମଏଏସରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ଉଠାଣ ଯୋଜନା (ଡିସିପିଏସ୍) ଆରମ୍ଭ କରିଥିବାରୁ ଓଡ଼ିଶା ଧାନ ସଂଗ୍ରହ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇ ପାରିଛି। ଯଦି ଏହି ବଳକା ଧାନ ଉଚିତ ସମୟରେ ଏଫସିଆଇ ସଂଗ୍ରହ ନକରେ ତେବେ ଏହା ଗୋଦାମରେ ପଡି […]

Naveen_Patnaik

Naveen_Patnaik

Rakesh Mallick
  • Published: Saturday, 17 October 2015
  • Updated: 17 October 2015, 03:28 AM IST

Sports

Latest News

ଭୁବନେଶ୍ୱର: ୨୦୧୪-୧୫ ଖରିଫ ଋତୁରେ ରାଜ୍ୟରେ ଅମଳ ହୋଇଥିବା ବଳକା ଧାନକୁ ଏଫସିଆଇ ଦ୍ୱାରା ଉଠାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ଖରିଫ ମାର୍କେଟିଂ ସିଜିନ ବା କେଏମଏଏସରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ଉଠାଣ ଯୋଜନା (ଡିସିପିଏସ୍) ଆରମ୍ଭ କରିଥିବାରୁ ଓଡ଼ିଶା ଧାନ ସଂଗ୍ରହ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇ ପାରିଛି। ଯଦି ଏହି ବଳକା ଧାନ ଉଚିତ ସମୟରେ ଏଫସିଆଇ ସଂଗ୍ରହ ନକରେ ତେବେ ଏହା ଗୋଦାମରେ ପଡି ନଷ୍ଟ ହେବା ଆଶଙ୍କା ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଚଳିତ ଖରିଫ ଋତୁରେ ପ୍ରାୟ ୫୨ ଦଶମିକ ୪୫ ଲକ୍ଷ ମେଟ୍ରିକ ଟନ ଧାନ, ୩୫ ଦଶମିକ ୪୭ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟର ବିଭିନ୍ନ ସଂସ୍ଥା ଦ୍ୱାରା ସଂଗ୍ରହ ହୋଇଛି। ପିଡିଏସ ଯୋଜନା ବାବଦକୁ ରାଜ୍ୟ ପାଇଁ ଆବଶ୍ୟକ ହେଉଛି ୧୯ ଲକ୍ଷ ମେଟ୍ରିକ ଟନ ଚାଉଳ। ଏଣୁ ଏହି ୧୬ ଦଶମିକ ୪୭ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ କେନ୍ଦ୍ର ସରକାର ଅନ୍ୟ ନିଅଣ୍ଟିଆ ରାଜ୍ୟକୁ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story