୨୦୧୭ ଜୁନ ସୁଦ୍ଧା ଗୁରୁପ୍ରିୟା ସେତୁ କାମ ସରିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୨୦୧୭ ଜୁନ ସୁଦ୍ଧା ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ଶେଷ ହେବ। ଏଥିପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ୟୁନିଫାଏଡ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାସହ ରାଜ୍ୟରେ କାର୍ଯ୍ୟରତ ବିଏସ୍‌ଏଫ୍‌, ସିଆରପିଏଫ୍‌ ଓ ଜିଲ୍ଲା ପୋଲିସକୁ ନେଇ ୧୯ଟି ମାଓ ଉପଦ୍ରୁତ ଜିଲ୍ଲାରେ କୋମ୍ବିଂ ଅପରେସନକୁ ଜୋରଦାର କରାଯିବା ନେଇ ବୈଠକରେ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା […]

padhi

padhi

Rakesh Mallick
  • Published: Friday, 16 September 2016
  • Updated: 16 September 2016, 09:29 AM IST

Sports

Latest News

ଭୁବନେଶ୍ୱର: ୨୦୧୭ ଜୁନ ସୁଦ୍ଧା ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ କାମ ଶେଷ ହେବ। ଏଥିପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ୟୁନିଫାଏଡ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହାସହ ରାଜ୍ୟରେ କାର୍ଯ୍ୟରତ ବିଏସ୍‌ଏଫ୍‌, ସିଆରପିଏଫ୍‌ ଓ ଜିଲ୍ଲା ପୋଲିସକୁ ନେଇ ୧୯ଟି ମାଓ ଉପଦ୍ରୁତ ଜିଲ୍ଲାରେ କୋମ୍ବିଂ ଅପରେସନକୁ ଜୋରଦାର କରାଯିବା ନେଇ ବୈଠକରେ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଗୁଇନ୍ଦା ମୁଖ୍ୟାଳୟରେ ବସିଥିବା ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଉନ୍ନୟନ କମିଶନର, କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଯୁଗ୍ମ ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗ ସଚିବ, ବିଏସ୍‌ଏଫ୍‌ ଓ ସିଆରପିଏଫ୍‌ ଆଇଜିଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ସ୍ୱତନ୍ତ୍ର ଗୁଇନ୍ଦା ନିର୍ଦ୍ଦେଶକ ଯୋଗ ଦେଇଥିଲେ।

ନବ ନିଯୁକ୍ତ ଆଇଜି ଅପରେସନ ଆରପି କୋଚେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story