ମୟୂର ମୃତଦେହ ମିଳିବା ଘଟଣା: ବାର୍ଡଫ୍ଲୁ ଚିହ୍ନଟ ପାଇଁ ଭୋପାଳ ପଠାଗଲା ଦ୍ୱିତୀୟ ନମୂନା

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ରୁ ଊର୍ଦ୍ଧ୍ୱ ମୟୂରଙ୍କ ମୃତଦେହ ମିଳିଥିଲା। ଏତେ ସଂଖ୍ୟାରେ ମୟୂର ଏକା ସଙ୍ଗରେ ମରିବା ଘଟଣାର ତଦନ୍ତ କରାଯାଉଥିବା ବେଳେ ପରୀକ୍ଷା ପାଇଁ ନମୁନା ଭୋପାଳ ପଠାଯାଇଥିଲା। ତେବେ ପଠାଯାଇଥିବା ନମୁନା ନଷ୍ଟ ହୋଇଯାଇଥିବାରୁ ଠିକ ରିପୋର୍ଟ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଫଳରେ ଦ୍ୱିତୀୟ ଥର ଲାଗି ନମୁନା ପଠାଯାଇଛି। ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ […]

khorda

khorda

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 07:36 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ରୁ ଊର୍ଦ୍ଧ୍ୱ ମୟୂରଙ୍କ ମୃତଦେହ ମିଳିଥିଲା। ଏତେ ସଂଖ୍ୟାରେ ମୟୂର ଏକା ସଙ୍ଗରେ ମରିବା ଘଟଣାର ତଦନ୍ତ କରାଯାଉଥିବା ବେଳେ ପରୀକ୍ଷା ପାଇଁ ନମୁନା ଭୋପାଳ ପଠାଯାଇଥିଲା। ତେବେ ପଠାଯାଇଥିବା ନମୁନା ନଷ୍ଟ ହୋଇଯାଇଥିବାରୁ ଠିକ ରିପୋର୍ଟ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଫଳରେ ଦ୍ୱିତୀୟ ଥର ଲାଗି ନମୁନା ପଠାଯାଇଛି।

ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ କାରଣରୁ ଏତେ ସଂଖ୍ୟକ ମୟୂରଙ୍କ ଏକକାଳୀନ ମୃତ୍ୟୁ ଘଟିଲା ତାହା ଭୋପାଳ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story