ସର୍ଦ୍ଦାର ରାଜାସ୍ ମେଡିକାଲ ପ୍ରସଙ୍ଗ: ୨୧ ଦିନ ପରେ ଧାରଣାରୁ ଓହରିଲେ ଭିଏସଏସ୍ ଛାତ୍ରଛାତ୍ରୀ

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିଏସଏସ୍ ମେଡିକାଲ କଲେଜକୁ ସ୍ଥାନାନ୍ତରକୁ ବିରୋଧ କରି ନଭେମ୍ୱର ୨୧ରୁ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ପାଠପଢ଼ା ବ୍ୟାହତ ହେଉଥିବାରୁ ଛାତ୍ର ସଂସଦର ଜେନେରାଲ ବଡି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ଛାତ୍ର ସଂସଦ ସଭାପତି ଜୟଶଙ୍କର ସୂଚନା ଦେଇଛନ୍ତି। ତେବେ ଆଇନଗତ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ଆସନ୍ତା ସୋମବାରଠାରୁ ଛାତ୍ରଛାତ୍ରୀମାନେ ପୂର୍ବ ଭଳି କ୍ଲାସରେ ଯୋଗଦେବେ। ସେପଟେ ସର୍ଦ୍ଦାର ରାଜସ୍ ମେଡିକାଲ […]

burla-medical

burla-medical

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 12:20 PM IST

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିଏସଏସ୍ ମେଡିକାଲ କଲେଜକୁ ସ୍ଥାନାନ୍ତରକୁ ବିରୋଧ କରି ନଭେମ୍ୱର ୨୧ରୁ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ପାଠପଢ଼ା ବ୍ୟାହତ ହେଉଥିବାରୁ ଛାତ୍ର ସଂସଦର ଜେନେରାଲ ବଡି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ଛାତ୍ର ସଂସଦ ସଭାପତି ଜୟଶଙ୍କର ସୂଚନା ଦେଇଛନ୍ତି। ତେବେ ଆଇନଗତ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ଆସନ୍ତା ସୋମବାରଠାରୁ ଛାତ୍ରଛାତ୍ରୀମାନେ ପୂର୍ବ ଭଳି କ୍ଲାସରେ ଯୋଗଦେବେ।

ସେପଟେ ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ଗତକାଲି ଡିଏମ୍ଇଟି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲା। ଆସନ୍ତା ଡିସେମ୍ୱର ୧୫ ଓ ୧୬ ଦୁଇଦିନ ଧରି ପଞ୍ଜିକରଣ ଓ ଆବେଦନ ପାଇଁ ସ୍ଥିର ହୋଇଛି। ନାମ ପଞ୍ଜିକରଣ ଡିଏମ୍ଇଟି ୱେବସାଇଟରେ ଅନଲାଇନରେ ହେବ। ଏହାପରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରାଙ୍କ ଅନୁସାରେ ଆଡମିସନ୍ ହେବ। ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ଜଣ ପିଲାଙ୍କ ମଧ୍ୟରୁ ୫୫ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରେ ଓ ୫୪ଜଣ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜରେ ନାମ ଲେଖାଇବେ। ବାକି ୧୫ଜଣ ପିଲା ୩ଟି ଘରୋଇ ମେଡିକାଲ କଲେଜରେ ଆଡମିସନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story