କରୋନା କବଳରେ ୨୨ ଡାକ୍ତରୀ ଛାତ୍ରଛାତ୍ରୀ

ସମ୍ବୁଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରେ ରହୁଥିବା ଅନ୍ୟମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି। ଭୀମସାର ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି  ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।  କିଛି ଦିନ […]

corona

corona

Tapaswini Nayak
  • Published: Tuesday, 23 November 2021
  • Updated: 23 November 2021, 10:55 AM IST

Sports

Latest News

ସମ୍ବୁଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରେ ରହୁଥିବା ଅନ୍ୟମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି। ଭୀମସାର ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି  ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।  କିଛି ଦିନ ତଳେ ବୁର୍ଲା ଭୀମସାର କଲେଜରେ ଆନୁଆଲ ଫଙ୍କସନ୍‌ ହୋଇଥିଲା। ସେଥିପାଇଁ  ସଂକ୍ରମଣ ବଢ଼ିଥିବା  ସନ୍ଦେହ କରାଯାଉଛି।

ଜଣେ ଛାତ୍ର କହିଛନ୍ତି, ଛାତ୍ରୀନିବାସରେ ପ୍ରଥମବର୍ଷର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ପିଲାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏହାପରେ ଅନ୍ୟ ଛାତ୍ରଛାତ୍ରୀମାନେ ପଜିଟିଭ ଚିହ୍ନଟ ହୋଇଥିଲେ। କେତେଜଣଙ୍କ ଲକ୍ଷଣ ନ ଥାଇ ସେମାନେ କରୋନା ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ କରୋନା ଗ୍ରାଫ ତଳ ମୁହାଁ ହୋଇଛି। ୫୦୦ ତଳେ କରୋନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ମୃତ୍ୟୁ ହାର ମଧ୍ୟ କମିଛି। ତେବେ ବୁର୍ଲା ଭୀମସାରର ୨୨ ଜଣ  ଛାତ୍ରୀ କରୋନା ପିଜିଟିଭ ଚିହ୍ନଟ ହେବା ପରେ  ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story