ପେଟ ପାଇଁ ମାଟି ଛାଡ଼ୁଥିବା ଦାଦନକୁ ରୋକି ପାରୁନି ପ୍ରଶାସନ: କଟକଣା ସତ୍ତ୍ୱେ ଚାଲାଣ କରୁଛି ଦଲାଲ

ପାଟଣାଗଡ (ଓଡ଼ିଶା ରିପୋର୍ଟର): ପେଟ ପାଇଁ ମାଟି ଛାଡ଼ୁଥିବା ଦାଦନକୁ ରୋକି ପାରୁନି ପ୍ରଶାସନ। ଏଥିପାଇଁ କଟକଣା ଥିବା ସତ୍ତ୍ୱେ ଦଲାଲମାନେ ଅନାୟସରେ ଦାଦନଙ୍କୁ ଚାଲାଣ କରୁଥିବା କରାଯାଉଛି। ଏପରି ଏକ ଅଭିଯୋଗ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ଆସିଛି। ହାଇଦ୍ରାବାଦ ଚାଲାଣ ପାଇଁ ଦଲାଲଙ୍କ ଘରେ ଥିବା ୨୪  ଦାଦନଙ୍କୁ ପୋଲିସ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡ଼ିଛି। ଅର୍ଥ ଲୋଭ ଦେଖାଇ ଖପ୍ରାଖୋଲ ବ୍ଲକ‌ ତେଲେନପାଲି ପଞ୍ଚାୟତର ଜୁନାନିବାହାଲ ଗାଁର […]

farmer-suicide-in-balasore12

farmer-suicide-in-balasore12

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 04:43 PM IST

Sports

Latest News

ପାଟଣାଗଡ (ଓଡ଼ିଶା ରିପୋର୍ଟର): ପେଟ ପାଇଁ ମାଟି ଛାଡ଼ୁଥିବା ଦାଦନକୁ ରୋକି ପାରୁନି ପ୍ରଶାସନ। ଏଥିପାଇଁ କଟକଣା ଥିବା ସତ୍ତ୍ୱେ ଦଲାଲମାନେ ଅନାୟସରେ ଦାଦନଙ୍କୁ ଚାଲାଣ କରୁଥିବା କରାଯାଉଛି। ଏପରି ଏକ ଅଭିଯୋଗ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ଆସିଛି। ହାଇଦ୍ରାବାଦ ଚାଲାଣ ପାଇଁ ଦଲାଲଙ୍କ ଘରେ ଥିବା ୨୪  ଦାଦନଙ୍କୁ ପୋଲିସ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡ଼ିଛି।

ଅର୍ଥ ଲୋଭ ଦେଖାଇ ଖପ୍ରାଖୋଲ ବ୍ଲକ‌ ତେଲେନପାଲି ପଞ୍ଚାୟତର ଜୁନାନିବାହାଲ ଗାଁର ୨୪ ଜଣ ଦାଦନଙ୍କୁ ହାଇଦ୍ରାବାଦ ଚାଲାଣ ପାଇଁ ପାଟଣାଗଡ ବ୍ଲକ ବନଜାରି ଗାଁର ସରଦାର ଟଙ୍କଧର ପାଲଙ୍କ ଘରେ ରହିଥିଲେ। ଏ ସମ୍ପର୍କରେ ପାଟଣାଗଡ଼ ଥାନା ପୋଲିସ ଜାରିପାରି ଉକ୍ତ ଘରେ ଚଢ଼ାଉ କରି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଶ୍ରମିକମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୭ ଜଣ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ପୋଲିସ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ପଠାଇ ଦେଇଛି। ଅନ୍ୟପକ୍ଷରେ ଦଲାଲଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଉଦ୍ଧାର ହୋଇଥିବା ଦାଦନ କବି ନାଗ କହିଛନ୍ତି-“ଗାଁରେ କାମ ମିଳୁନାହିଁ। ପରିବାର ଚଳାଇବା ପାଇଁ ନାନା ଅସୁବିଧାରେ ପଡ଼ୁଛୁ। ସେଥିପାଇଁ ବାହାର ରାଜ୍ୟକୁ ଯାଉଛୁ। ଏଥିପାଇଁ ଆମକୁ ଅଧିକ ଅର୍ଥ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ପୋଲିସ ଆମକୁ ଅଟକାଇ ରଖିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story