ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଗାଁର ଖଗେଶ୍ୱର ମହାକୁଡଙ୍କ ଘରୁ ଏହି ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି ଗତକାଲି ସନ୍ଧ୍ୟାରେ ଖଗେଶ୍ୱରଙ୍କ ଘରେ ତୋରାଣୀ ହାଣ୍ଡିରେ ଏକ ମଲା ସାପ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ ତାଙ୍କ ଠାକୁର ଘରେ ମଧ୍ୟ ଏକ ନାଗ ଛୁଆ ଦେଖିବାକୁ ମିଳିଥିଲା। ଏଥିରେ ଭୟଭୀତ ହୋଇ ପରିବାର […]

snake000000000000

snake000000000000

Tapaswini Nayak
  • Published: Wednesday, 12 June 2019
  • Updated: 12 June 2019, 02:26 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଗାଁର ଖଗେଶ୍ୱର ମହାକୁଡଙ୍କ ଘରୁ ଏହି ସାପ ଗୁଡ଼ିକୁ ଉଦ୍ଧାର କରାଯାଇଛି

ଗତକାଲି ସନ୍ଧ୍ୟାରେ ଖଗେଶ୍ୱରଙ୍କ ଘରେ ତୋରାଣୀ ହାଣ୍ଡିରେ ଏକ ମଲା ସାପ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ ତାଙ୍କ ଠାକୁର ଘରେ ମଧ୍ୟ ଏକ ନାଗ ଛୁଆ ଦେଖିବାକୁ ମିଳିଥିଲା। ଏଥିରେ ଭୟଭୀତ ହୋଇ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଶେକ ମୀର୍ଜାଙ୍କୁ ଖବର ଦେଇଥିଲେ। ସେ ଆସି ଘରର ମାଟି ଖୋଳି ନାଗ ଛୁଆଗୁଡିକୁ ଉଦ୍ଧାର କରିଥିଲେ।

ଘର ଭିତରୁ ଏତେଗୁଡିଏ ସାପ ମିଳିବା ଘଟଣାରେ ଭୟଭୀତ ହୋଇପଡିଛନ୍ତି ଖଗେଶ୍ୱରଙ୍କ ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story