ଅଧାରେ ରହିଲା ଜଗା ଦର୍ଶନ,ପର୍ଯ୍ୟଟକ ବସ୍‌ ଓଲଟି ୪୦ ଆହତ

ସୋର(ଓଡ଼ିଶା ରିପୋର୍ଟର):ଅଧାରେ ରହିଲା ଜଗା ଦର୍ଶନ। ପର୍ଯ୍ୟଟକ ମାନେ ପଶ୍ଚିମବଙ୍ଗରୁ ପୁରୀକୁ ଜଗା ଦର୍ଶନ କରିବା ପାଇଁ ଆସୁଥିବାବେଳେ  ବସ୍‌ଟି ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।  ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ।  ଦୁର୍ଘଟଣାରେ ୪୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ  ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋରୁ ବସ୍‌ଟି ପର୍ଯ୍ୟଟକଙ୍କୁ […]

bus accident

bus accident

Tapaswini Nayak
  • Published: Wednesday, 10 August 2022
  • Updated: 10 August 2022, 08:19 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର):ଅଧାରେ ରହିଲା ଜଗା ଦର୍ଶନ। ପର୍ଯ୍ୟଟକ ମାନେ ପଶ୍ଚିମବଙ୍ଗରୁ ପୁରୀକୁ ଜଗା ଦର୍ଶନ କରିବା ପାଇଁ ଆସୁଥିବାବେଳେ  ବସ୍‌ଟି ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।  ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ।  ଦୁର୍ଘଟଣାରେ ୪୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ  ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ଭୋରୁ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା। ତଳନଗର ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ପୁଲିସ, ଦମକଳ କର୍ମଚାରୀ ଓ କିଛି ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ରାଇଭରର ନିଦ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସନ୍ଦେହ କରାଯାଉଛି।

ବସ୍‌ରେ ୭୫ଜଣ ପର୍ଯ୍ୟଟକ ଥିଲେ। ପୁଲିସ ବସ୍‌କୁ ଜବତ  କରି ଘଟଣା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story