୨୬ରେ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ତା’ର ୧୯ତମ ପ୍ରତିଷ୍ଠା ଦିବସ ପାଳନ କରିବ। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି। ପ୍ରତିଷ୍ଠା ଉତ୍ସବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ। ଏହି ଅବସରରେ ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ବେହେରା କହିଛନ୍ତି।

bjd

bjd

Rakesh Mallick
  • Published: Friday, 23 December 2016
  • Updated: 23 December 2016, 08:50 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ତା’ର ୧୯ତମ ପ୍ରତିଷ୍ଠା ଦିବସ ପାଳନ କରିବ। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି।

ପ୍ରତିଷ୍ଠା ଉତ୍ସବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ।

ଏହି ଅବସରରେ ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story