ଫୁଡ୍‌ କମିଶନ ଅଧ୍ୟକ୍ଷ ଦୌଡରେ ୨୭ ବରିଷ୍ଠ ଆଇଏଏସ୍‌

କଟକ: ଫୁଡ୍‌ କମିଶନ ନେଇ ସର୍ଚ୍ଚ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଯାଏଁ ଅଧ୍ୟକ୍ଷ ପଦ ପାଇଁ ୨୭ ଜଣ ଆବେଦନ କରିଛନ୍ତି। ସର୍ଚ୍ଚ କମିଟି ବୈଠକରେ ଏହି ଆବେଦନଗୁଡିକର ତର୍ଜମା କରାଯାଇଛି। ଆବେଦନ ତାଲିକାର ସର୍ଚ୍ଚ ଲିଷ୍ଟ କରିବା ପରେ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ଅଧ୍ୟକ୍ଷ ପଦ ପାଇଁ କିଛି ଅବସରପ୍ରାପ୍ତ ଓ ଆଉ କିଛି କାର୍ଯ୍ୟରତ […]

gokul pati

gokul pati

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 05:19 PM IST

Sports

Latest News

କଟକ: ଫୁଡ୍‌ କମିଶନ ନେଇ ସର୍ଚ୍ଚ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଯାଏଁ ଅଧ୍ୟକ୍ଷ ପଦ ପାଇଁ ୨୭ ଜଣ ଆବେଦନ କରିଛନ୍ତି। ସର୍ଚ୍ଚ କମିଟି ବୈଠକରେ ଏହି ଆବେଦନଗୁଡିକର ତର୍ଜମା କରାଯାଇଛି। ଆବେଦନ ତାଲିକାର ସର୍ଚ୍ଚ ଲିଷ୍ଟ କରିବା ପରେ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ।

ଅଧ୍ୟକ୍ଷ ପଦ ପାଇଁ କିଛି ଅବସରପ୍ରାପ୍ତ ଓ ଆଉ କିଛି କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀ ଆବେଦନ କରିଛନ୍ତି। ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଫୁଡ କମିଶନ ଅଧ୍ୟକ୍ଷ ପଦ ଦୌଡ଼ରେ ଆଗରେ ରହିଛନ୍ତି।

ସେହିପରି କମିଶନଙ୍କ ଦୁଇ ସଦସ୍ୟ ପଦ ପାଇଁ ୭୭ ଜଣ ଆବେଦନ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କମିଶନରେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ରହିବେ। ତେବେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ରାଜ୍ୟରେ ଖାଦ ସୁରକ୍ଷା ଆଇନ କିପରି ଚାଲିଛି, ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଠିକ୍‌ରେ ମିଳୁଛି କି ନାହିଁ ଫୁଡ କମିଶନ ତା’ର ତଦାରଖ କରିବେ। କମିଶନ ଏ ସମ୍ପର୍କରେ ଅଭିଯୋଗ ଶୁଣାଣି ମଧ୍ୟ କରିବେ। ଏକମାସ ମଧ୍ୟରେ ରାଜ୍ୟରେ ଫୁଡ କମିଶନକୁ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖଇଛନ୍ତି।

ତେବେ ଅଧ୍ୟକ୍ଷ ପଦ ରେସ୍‌ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସହ ଆଇଏଏସ୍‌ ରଙ୍ଗଲାଲ ଜାମୁଡା, ଅଶୋକ ତ୍ରିପାଠୀ ଏବଂ ଗିରିଜା ଶଙ୍କର ପଟ୍ଟନାୟକ ଆଗରେ ଅଛନ୍ତି। ଏମାନଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story