୨୮ରୁ ବିଏଚଏମଏସ୍ କାଉନସେଲିଂ

ଭୁବନେଶ୍ୱର: ବେଚଲର ଅଫ୍ ହୋମିଓପାଥିକ୍ ଆଣ୍ଡ ମେଡସିନାଲ ସର୍ଜରୀ (ବିଏଚ୍ଏମଏସ୍) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ କାଉନସେଲିଂ। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ଏହି କାଉନସେଲିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ  ସମ୍ପାଦକ ପ୍ରିୟବ୍ରତ ସାହୁ ସୂଚନା ଦେଇଛନ୍ତି। ରାଜ୍ୟରେ ୪ ଟି ସରକାରୀ ମେଡିକାଲ କଲେଜ ଓ ୨ଟି ଘରୋଇ ମେଡିକାଲ କଲେଜରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ କାଉନସେଲିଂରେ ଭାଗ ନେଇ ପାରିବେ। ରାଜ୍ୟରେ ମୋଟ ୧୬୦ ଟି […]

OJEE

OJEE

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 11:53 AM IST

ଭୁବନେଶ୍ୱର: ବେଚଲର ଅଫ୍ ହୋମିଓପାଥିକ୍ ଆଣ୍ଡ ମେଡସିନାଲ ସର୍ଜରୀ (ବିଏଚ୍ଏମଏସ୍) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ କାଉନସେଲିଂ। ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ଏହି କାଉନସେଲିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ  ସମ୍ପାଦକ ପ୍ରିୟବ୍ରତ ସାହୁ ସୂଚନା ଦେଇଛନ୍ତି। ରାଜ୍ୟରେ ୪ ଟି ସରକାରୀ ମେଡିକାଲ କଲେଜ ଓ ୨ଟି ଘରୋଇ ମେଡିକାଲ କଲେଜରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ କାଉନସେଲିଂରେ ଭାଗ ନେଇ ପାରିବେ। ରାଜ୍ୟରେ ମୋଟ ୧୬୦ ଟି ସିଟ୍ ରହିଥିବା ବେଳେ ଚଳିତ ବର୍ଷ ଓଜେଇଇ ପ୍ରବେଶିକା ପରୀକ୍ଷାରେ ୪ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାଉନସେଲିଂ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story