୨୮୮୨ଟି କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା, ୩୦୫ଟି ନୋଡାଲ୍ ସେଣ୍ଟର

କଟକ: ଚଳିତବର୍ଷ ପାଇଁ ମାଟ୍ରିକ ପରୀକ୍ଷା କେନ୍ଦ୍ର ଏବଂ ନୋଡ଼ାଲ୍ ସେଣ୍ଟର ଗୁରୁବାର ଘୋଷଣା ହୋଇଛି । ୨୮୮୨ଟି ପରୀକ୍ଷା କେନ୍ଦ୍ରରେ ଏଥର ପରୀକ୍ଷା ଦେବେ ମୋଟ ୬,୧ ୩୪୮ ଜଣ ପରୀକ୍ଷାର୍ଥୀ। ଏହା ଏକ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ବୋଲି ବୋର୍ଡ ସୂଚନା ଦେଇଛି। ଚଳିତବର୍ଷ ୩୦୫ ନୋଡ଼ାଲ୍ ସେଣ୍ଟର କରାଯାଇଛି। ସେଥିମଧ୍ୟରୁ ୨୨ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଡିଷ୍ଟ୍ରିକ ଲେବୁଲ କମିଟିର ସୁପାରିଶ ପରେ ବୋର୍ଡର ଏକଜାମିନେସନ କମିଟି ସେଣ୍ଟର ଏବଂ ନୋଡାଲ୍ […]

bord

bord

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 11:15 AM IST

Sports

Latest News

କଟକ: ଚଳିତବର୍ଷ ପାଇଁ ମାଟ୍ରିକ ପରୀକ୍ଷା କେନ୍ଦ୍ର ଏବଂ ନୋଡ଼ାଲ୍ ସେଣ୍ଟର ଗୁରୁବାର ଘୋଷଣା ହୋଇଛି । ୨୮୮୨ଟି ପରୀକ୍ଷା କେନ୍ଦ୍ରରେ ଏଥର ପରୀକ୍ଷା ଦେବେ ମୋଟ ୬,୧ ୩୪୮ ଜଣ ପରୀକ୍ଷାର୍ଥୀ। ଏହା ଏକ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ବୋଲି ବୋର୍ଡ ସୂଚନା ଦେଇଛି।

ଚଳିତବର୍ଷ ୩୦୫ ନୋଡ଼ାଲ୍ ସେଣ୍ଟର କରାଯାଇଛି। ସେଥିମଧ୍ୟରୁ ୨୨ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଡିଷ୍ଟ୍ରିକ ଲେବୁଲ କମିଟିର ସୁପାରିଶ ପରେ ବୋର୍ଡର ଏକଜାମିନେସନ କମିଟି ସେଣ୍ଟର ଏବଂ ନୋଡାଲ୍ ସେଣ୍ଟର ଧାର୍ଯ୍ୟ କରିଛନ୍ତି।

 ସେହିପରି ଚଳିତବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ଏକଜାମିନେସନ୍ ବୋର୍ଡ ପକ୍ଷରୁ ପରିଚାଳନା ହେଉଛି। ସପ୍ତମ ପାସ୍ କରି ପାଠ ଛାଡ଼ିଥିବା ଯେକୌଣସି ବ୍ୟକ୍ତି ଏହି ପରୀକ୍ଷା ଦେଇପାରିବେ। ଏହା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ୧୮ରେ ସରିବ। ସେଥିପାଇଁ ଜାନୁଆରୀ ୧୪ରୁ ଫର୍ମ ଫିଲଅପ୍ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ନଭେମ୍ୱର ୨୪ ତାରିଖରେ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ୨୨ ତାରିଖରେ ଫାଷ୍ଟ ଲାଙ୍ଗୁଏଜ୍, ୨୪ରେ ସେକେଣ୍ଡ ଓ ୨୬ ତାରିଖରେ ଥାର୍ଡ ଲାଙ୍ଗୁଏଜ୍ ପରୀକ୍ଷା ହେବ। ସେହିପରି ୨୯ ତାରିଖରେ ଗଣିତ, ମାର୍ଚ୍ଚ ୨ ତାରିଖରେ ବିଜ୍ଞାନ ଓ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story