ଆସନ୍ତା ୧୦ ତାରିଖରେ ଦ୍ୱିତୀୟ ଓଜେଇଇ କରିବାକୁ ଅନୁମତି ଦେଲେ ହାଇକୋର୍ଟ

କଟକ: ଦ୍ୱିତୀୟ ଓଜେଇଇ ପାଇଁ ହାଇକୋର୍ଟଙ୍କ ଅନୁମତି। ଆସନ୍ତା ୧୦ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ସିଟ୍ ମଧ୍ୟରୁ ଯେଉଁ ସିଟ୍‌ ଗୁଡ଼ିକ ଖାଲି ପଡ଼ିଛି କେବଳ ସେଥିପାଇଁ ଏହି ଏଣ୍ଟ୍ରାନ୍ସ କରାଯିବ। ତେବେ ସମସ୍ତ ବର୍ଗର ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ଦେଇପାରିବେ। ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଯଦି ସିଟ୍ ବଳକା ହେବ ସେହି ସିଟ୍‌ରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ନାଁ ଲେଖାଇପାରିବେ। ଦ୍ୱିତୀୟ ଓଜେଇଇ ପାଇଁ […]

highcoat

highcoat

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 08:38 PM IST

Sports

Latest News

କଟକ: ଦ୍ୱିତୀୟ ଓଜେଇଇ ପାଇଁ ହାଇକୋର୍ଟଙ୍କ ଅନୁମତି। ଆସନ୍ତା ୧୦ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ସିଟ୍ ମଧ୍ୟରୁ ଯେଉଁ ସିଟ୍‌ ଗୁଡ଼ିକ ଖାଲି ପଡ଼ିଛି କେବଳ ସେଥିପାଇଁ ଏହି ଏଣ୍ଟ୍ରାନ୍ସ କରାଯିବ। ତେବେ ସମସ୍ତ ବର୍ଗର ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ଦେଇପାରିବେ। ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଯଦି ସିଟ୍ ବଳକା ହେବ ସେହି ସିଟ୍‌ରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ନାଁ ଲେଖାଇପାରିବେ। ଦ୍ୱିତୀୟ ଓଜେଇଇ ପାଇଁ ଆସନ୍ତା ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ ତାରିଖରେ ପ୍ରବେଶିକା ପରୀକ୍ଷା ପରେ ୧୧ରେ ରେଜଲ୍ଟ ବାହାରିବ। ସେହିପରି ଅଗଷ୍ଟ ୧୪ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos