୩ ଦିନିଆ ମାଲକାନଗିରି ଗସ୍ତରେ ଉନ୍ନୟନ କମିଶନର

ମାଲକାନଗିରି: ମାଲକାନଗିରି ଗସ୍ତରେ ଅଛନ୍ତି ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା। ଏଠାକୁ ୩ ଦିନିଆ ଗସ୍ତରେ ଆସିଥିବା ଉପେନ୍ଦ୍ର ଆଜି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ, ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ବ୍ୟବସ୍ଥା ଉପରେ ସେ ସମୀକ୍ଷା କରିଛନ୍ତି। ଆସନ୍ତାକାଲି ସେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଉନ୍ନୟନ କମିଶନରଙ୍କ ସହ ପୂର୍ତ୍ତ ସଚିବ ନଳୀନିକାନ୍ତ […]

malkangiri

malkangiri

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 02:06 PM IST

malkangiriମାଲକାନଗିରି: ମାଲକାନଗିରି ଗସ୍ତରେ ଅଛନ୍ତି ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା। ଏଠାକୁ ୩ ଦିନିଆ ଗସ୍ତରେ ଆସିଥିବା ଉପେନ୍ଦ୍ର ଆଜି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ, ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ବ୍ୟବସ୍ଥା ଉପରେ ସେ ସମୀକ୍ଷା କରିଛନ୍ତି। ଆସନ୍ତାକାଲି ସେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଉନ୍ନୟନ କମିଶନରଙ୍କ ସହ ପୂର୍ତ୍ତ ସଚିବ ନଳୀନିକାନ୍ତ ପ୍ରଧାନ ଓ ଉଠା ଜଳସେଚନ ବିଭାଗ ନିଦ୍ଦେର୍ଶକ ଆର୍. ସନ୍ଥଗୋପାଳନ୍ ମଧ୍ୟ ମାଲକାନଗିରି ଗସ୍ତରେ ଅଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର ୪ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ୪ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଥିଲେ। ସେଥିମଧ୍ୟରୁ ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କୁ ମାଲକାନଗିରି ଦାୟିତ୍ୱ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story